ପଶୁଙ୍କ ତୁଳନାରେ ମଣିଷ ଶରୀରରେ କାହିଁକି ସହଜରେ ପ୍ରବେଶ କରିଯାଇଥାଏ କରୋନା ଭାଇରସ
କରୋନା ଭାଇରସର ଉତ୍ପତିକୁ ନେଇ ଅନେକ ତର୍କ ବିତର୍କ ଏବଂ ଗବେଷଣା ସାମ୍ନାକୁ ଆସିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ଉତ୍ପତିର ସଠିକ ତଥ୍ୟ ମିଳିପାରିନାହିଁ । ଏସବୁ ବ୍ୟତୀତ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି ଯେ ଏହି ଭାଇରସ ପଶୁଙ୍କ ତୁଳନାରେ ମଣିଷଙ୍କୁ ଜଲଦୀ ଆକ୍ରମଣ କରୁଛି । ଏବେ ଅଷ୍ଟ୍ରେଲିଆ…