କମ୍ୟୁନିଟି ସ୍ପ୍ରେଡ କଣ? ଦିଲ୍ଲୀରେ ଘୁରି ବୁଲୁଛି ଯାହାର ବିପଦ
ଏବେ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣର କମ୍ୟୁନିଟି ଟ୍ରାନ୍ସମିସନ କଥା କୁହାଯାଉଛି । ସୋମବାର ଦିନ ପ୍ରେସ କନଫରେନ୍ସରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସେସୋଦିଆ କହିଥିଲେ ଯେ ଦିଲ୍ଲୀରେ କରୋନାର ମାମଲା ବଢ଼ିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କମ୍ୟୁନିଟି ସ୍ପ୍ରେଡ ବା ଗୋଷ୍ଠୀ ସଂକ୍ରମଣ…