୮୦୦ ବର୍ଷ ତଳର ଭାରତର ସେହି ପୁରୁଣା ଦୁର୍ଗ ଯାହାକୁ କୁହାଯାଏ ‘ ସାପମାନଙ୍କର ଦୁର୍ଗ’
ଆମେ ଆପଣଙ୍କୁ ଏପରି ଏକ ପ୍ରାଚୀନ ଏବଂ ଐତିହାସିକ ଦୁର୍ଗ ବିଷୟରେ କହିବାକୁ ଯାଉଛୁ, ଯାହାକୁ 'ସାପର ଦୁର୍ଗ' କୁହାଯାଏ | ଏହି ଦୁର୍ଗ ୮୦୦ ବର୍ଷରୁ ଅଧିକ ପୁରୁଣା | ଏହା ୧୧୭୮ ରୁ ୧୨୦୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ଶୀଲାହର ଶାସକ ଭୋଜଙ୍କ ଦ୍ବାରା ନିର୍ମିତ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଯେ ଏହି…