ଟିକଟକ ବ୍ୟାନ ହେବା ପରେ ସୋସିଆଲ ମିଡିଆରେ ଟିକଟକ ୟୁଜର୍ସଙ୍କ ମଜାକ୍ ଉଡ଼ାଉଛନ୍ତି ଲୋକେ, ଦେଖନ୍ତୁ ଏହି ଭାଇରାଲ ଫନି…

ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପ୍ ବ୍ୟାନ କରିବା ନିଷ୍ପତି ଚୀନକୁ ଏକ ବଡ଼ ଝଟକା ଦେଇଛି । ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଆପ୍ ଟିକ୍‌ଟକ୍ ମଧ୍ୟ ସାମିଲ ରହିଛି । ଭାରତ-ସୀମା ବିବାଦ ପରଠାରୁ ହିଁ ଟିକ୍‌ଟକ୍‌କୁ ବ୍ୟାନ କରିବାର ନାରା ଜୋର ଧରିଥିଲା । ଯେମିତି ହିଁ ଏହି ଖବର ଆସିଲା ସୋସିଆଲ…

ଜାତିଭେଦ ବିରୋଧରେ ଇଣ୍ଡିଜ୍ ଖେଳାଳି ଏକଜୁଟ, ପିନ୍ଧିବେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଲୋଗୋ

ଜୁଲାଇ ୮ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବର୍ଣ୍ଣବୈଷମ୍ୟକୁ ବିରୋଧ କରିବା ପାଇଁ ସାର୍ଟ କଲାରରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର' ଲୋଗୋ ପିନ୍ଧିବେ। ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ ହୋଲଡର ଏହି ପ୍ରସଙ୍ଗରେ…

ବୟସ୍କ ତଥା ରୋଗୀଙ୍କ ପରେ ଏବେ ଯୁବଗୋଷ୍ଠୀଙ୍କୁ ମଧ୍ୟ ଦ୍ରୁତଗତିରେ ନିଜର ବଳୟକୁ ନେଉଛି ଏହି ଭାଇରସ

ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କ ପରେ ଏବେ କରୋନା ସଂକ୍ରମଣରେ ଆସୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମାନଙ୍କ ମଧ୍ୟରେ ଏଭଳି ଅନେକ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଠାରେ ସଂକ୍ରମଣ ତ ଦେଖାଯାଉନାହିଁ କିନ୍ତୁ ଏମାନେ ଅନ୍ୟମାନଙ୍କ ଠାରେ ରୋଗକୁ ପ୍ରସାରିତ…

ତେଲର ବଢ଼ୁଥିବା ଦରକୁ ନେଇ ଅକ୍ଷୟ କୁମାର ଓ ଅମିତାଭ ବଚନଙ୍କୁ ଟାର୍ଗେଟ କଲେ ମହାରାଷ୍ଟ୍ର ମନ୍ତ୍ରୀ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ଦେଶରେ ବିରୋଧ ଜାରି ରହିଛି । ଏହା ମଧ୍ୟରେ ଅଚାନକ ଅଭିନେତା ଅମିତାଭ ବଚନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦ ପ୍ରେଟ୍ରୋଲ ଡିଜେଲ ସହ ସମ୍ପର୍କିତ । ଅସଲରେ ଅମିତାଭ ବଚନ ଏବଂ ଅକ୍ଷୟ କୁମାର ୟୁପିଏ…

ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଶ୍ରୀଘ୍ର ପ୍ରସ୍ତୁତ ହୋଇଥାଏ ଆଂଟିବଡିଜ୍‌, ବିନା ଦ୍ୱନ୍ଦରେ ଦାନ କରିପାରିବେ…

ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ପରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଆଂଟିବଡି ଶୀଘ୍ର ପ୍ରସ୍ତୁତ ହୋଇଥାଏ । ପ୍ଲାଜମା ଥେରାପିର ପ୍ରଭାବ ବିଷୟରେ ଜାଣିବା ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିଥିବା ଅଧ୍ୟୟନ ପରେ ବୈଜ୍ଞାନିକମାନେ ଦେଖିଛନ୍ତି ଯେ ପ୍ଲାଜମା ଦାନ କରିଥିବା ୪୩…

କଣ ଗୋଟିଏ ସ୍ଥାନରେ ଦୁଇଥର ବଜ୍ରପାତ ହୋଇନଥାଏ? ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ଗୁରୁବାର ବିହାରରେ ବଜ୍ରପାତ ଯୋଗୁଁ ପ୍ରାୟ ୮୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ଉତ୍ତରପ୍ରଦେଶରେ ବଜ୍ରପାତ ହେତୁ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ସୁପ୍ରିୟା ଅମୃତ କହିଛନ୍ତି ଯେ ଅନ୍ୟ ସମସ୍ତ ଜିଲ୍ଲାରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବା…

‘ହାଫ ଗର୍ଲଫ୍ରେଣ୍ଡ’ରେ ସୁଶାନ୍ତ ସିଂ ରାଜପୁତଙ୍କୁ ରିପ୍ଲେସ କରିଥିଲେ ଅର୍ଜୁନ କପୁର, ଚେତନ ଭଗତଙ୍କ ପୁରୁଣା ଟ୍ୱିଟରୁ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ ପ୍ରସଙ୍ଗ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ ଲଗାତର ଭାବେ ଷ୍ଟାର କିଡ ଏବଂ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ଖୁବ ର୍ଟାର୍ଗେଟ କରୁଛନ୍ତି । ଏହା ମଧ୍ୟରେ ଏବେ ଏହି ଖବର…

ଫିଲ୍ମରେ ହିରୋ ଭାବେ ଅଭିନୟ କରିବାର କଳ୍ପନା କରିନଥିଲେ ଅର୍ଜୁନ କପୁର, ଫିଲ୍ମକୁ ଆସିବା ପୂର୍ବରୁ କିଛି ଏଭଳି…

ଅଭିନେତା ଅର୍ଜୁନ କପୁର ୨୬ ଜୁନରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ୧୯୮୫ରେ ମୁମ୍ବାଇରେ ଜନ୍ମିତ ଅର୍ଜୁନ କପୁରଙ୍କ ବାପା ଲୋକପ୍ରିୟ ନିର୍ମାତା ବୋନି କପୁର ଏବଂ ମା ସ୍ୱର୍ଗୀୟ ମୋନା କପୁର ଅଟନ୍ତି । ତାଙ୍କ ଭଉଣୀଙ୍କ ନାମ ଅଂଶୁଲା ଅଟେ । ଅର୍ଜୁନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ…

ଆଜି ହେଉଛି ଅନ୍ତରାଷ୍ଟ୍ରିୟ ଅଲମ୍ପିକ ଦିବସ, ଜାଣନ୍ତୁ ଆଜି ଦିନରେ ହିଁ କାହିଁକି ପାଳନ କରାଯାଇଥାଏ ଏହି ଦିବସ

ଆଜି ୨୩ ଜୁନରେ ପୁରା ବିଶ୍ୱରେ ଅନ୍ତରାଷ୍ଟ୍ରିୟ ଅଲିମ୍ପିକ ଦିବସ ପାଳନ କରାଯାଉଛି । ଏହି ଖାସ ଅବସରରେ ଦୁନିଆର ଭିନ୍ନ ଭିନ୍ନ ଅଂଶରେ ଅନେକ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ବିଭିନ୍ନ ବର୍ଗର ଲୋକ ଏବଂ କ୍ରୀଡ଼ାବିତ ସାମିଲ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ପୁରା…

କରୋନାର ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ, ଆଜି ପତଞ୍ଜଳି କରିବ ଏହାର ଘୋଷଣା

ବିଶ୍ୱରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଅନେକ ଦେଶର ବୈଜ୍ଞାନିକମାନେ ଏହାର ଉପଶମ ଖୋଜୁଛନ୍ତି। ଗୋଟିଏ ପଟେ କମ୍ପାନୀମାନେ ଏହାର ଟିକା ପ୍ରସ୍ତୁତ କରିବାରେ ଅନୁସନ୍ଧାନ କରୁଛନ୍ତି, ଅନ୍ୟ ପଟେ ଅନେକ କମ୍ପାନୀ ଏହାର ନିର୍ଦ୍ଦିଷ୍ଟ ତଥା ପ୍ରଭାବଶାଳୀ ଔଷଧ ତିଆରି କରିବାକୁ ଚେଷ୍ଟା…