କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ପୁଣି କାହିଁକି ସଂକ୍ରମଣର ଶିକାର ହେଉଛନ୍ତି? ଜାଣନ୍ତୁ
ଗତ କିଛି ଦିନ ହେବ ପୁରା ଗୁନିଆରେ କରୋନା ଭାଇରସର ପୁନର୍ବାର ସଂକ୍ରମଣକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଏହାର ପ୍ରଥମ ମାମଲା ହଂକଂରେ ଦେଖାଦେଇଥିଲୀ ଯେତେବେଳେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେବାର କିଛି ମାସ ପରେ ପୁନର୍ବାର ସଂକ୍ରମିତ ହେଲେ | ଏହା ପରେ ଭାରତର ଅନେକ ସ୍ଥାନରେ ପୁନଃ ସଂକ୍ରମଣ…