ଦେଶରେ ୫୯ ଲକ୍ଷ ପାର କଲା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୧୦୮୯ ଜଣଙ୍କ ମୃତ୍ୟୁ

ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫୯ ଲକ୍ଷ ଅତିକ୍ରମ କରିଛି। ଏଥି ସହିତ ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ୪୮ ଲକ୍ଷ ଅତିକ୍ରମ କରିଛି। ପ୍ରତିଦିନ କରୋନା ରୋଗ ରେକର୍ଡ କରାଯାଉଛି, କିନ୍ତୁ ଏଥିରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ବର୍ତ୍ତମାନ ଏକ ବର୍ଷରେ ମଧ୍ୟ ମିଳିବ ଗ୍ରାଚ୍ୟୁଇଟି, ନିଜର ବେତନ ଅନୁଯାୟୀ ବୁଝିନିଅନ୍ତୁ ମୂଲ୍ୟାୟନ

କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି। ଏହି ଅନୁମୋଦନ ପରେ, ବର୍ତ୍ତମାନ ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ସୀମା ସମାପ୍ତ ହୋଇଛି | ଯଦି ଆପଣ ସହଜ ଭାଷାରେ ବୁଝନ୍ତି, ତେବେ କମ୍ପାନୀ ଆପଣଙ୍କୁ ପ୍ରତିବର୍ଷ ଗ୍ରାଚ୍ୟୁଇଟି ଦେବ | ନିୟମ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ…

ମାତ୍ର ୧ ଟଙ୍କାରେ ନେଇଯାଆନ୍ତୁ ସ୍କୁଟି କିମ୍ବା ବାଇକ୍ , ଏହି ବ୍ୟାଙ୍କ ଯୋଗାଇ ଦେଇଛି ସୁବିଧା

ଯଦି ଆପଣ ପାର୍ବଣ ରୁତୁରେ ଏକ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ଅସଲରେ, ଫେଡେରାଲ୍ ବ୍ୟାଙ୍କ ଏକ ସୁବିଧା ଆଣିଛି ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଦେଇ ଦୁଇ ଚକିଆ ଯାନ କିଣି ପାରିବେ | ଆସନ୍ତୁ ଏହି ସ୍କିମ୍ ବିଷୟରେ…

କିଛି ଘଂଟା ମଧ୍ୟରେ ପୃଥିବୀର ବହୁ ନିକଟ ଦେଇ ଗତି କରିବ ଆଷ୍ଟୋରଏଡ୍: ଦୂରତା ଦେଖି ବୈଜ୍ଞାନିକ ଭୟବୀତ, ରଚାଇପାରେ ବିରାଟ…

ଗତ କିଛି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହେଉଛି ଯେତେବେଳେ ଏକ ଆଷ୍ଟ୍ରୋଏଡ ପୃଥିବୀକୁ ଅତି ନିକଟରେ ଅକିକ୍ରମ କରିବ | ପୃଥିବୀ ସହିତ ଏହାର ନିକଟତରତା ଦେଖି ସାରା ବିଶ୍ୱରେ ବୈଜ୍ଞାନିକମାନେ ଭୟଭୀତ | ଏହି ଆଷ୍ଟେରଏଡ୍ ବସ୍ ଆକୃତିର | ବୈଜ୍ଞାନିକମାନଙ୍କ ହିସାବ ଅନୁଯାୟୀ, ଆଜି ଅର୍ଥାତ୍…

ଦେଶରେ ୫୭ ଲକ୍ଷ ଅତିକ୍ରମ କରିଛି କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୮୬,୫୦୮ ନୂଆ ମାମଲା

ଦେଶରେ କରୋନା ଭାଇରସ ମାମଲା ବଢ଼ିବାରେ ଲାଗିଛି। ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଂଟା ମଧ୍ୟରେ, ୮୬,୫୦୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୨୯ ଜଣ ଲୋକ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ତିନି ବର୍ଷରେ ଥରେ ଆସିଥାଏ ପଦ୍ମିନୀ ଏକାଦଶୀ, ବ୍ରତ କରିବା ଦ୍ବାରା ମିଳିଥାଏ ସୁଖ ସମୃଦ୍ଧି

ତିନି ବର୍ଷରେ ଥରେ ପୁରୁଷୋତ୍ତମ ମାସରେ ପଡୁଥିବା ଏକାଦଶିକୁ ପଦ୍ମିନୀ ଏକାଦଶୀ କୁହାଯାଏ | ପୁରୁଷୋତ୍ତମ ମାସ ଭଗବାନ ବିଷ୍ଣୁଙ୍କ ପୂଜା ମାସ ଭାବରେ ବିବେଚନା କରାଯାଏ। ତେଣୁ ତିନି ବର୍ଷରେ ଥରେ ପଡୁଥିବା ଏହି ଏକାଦଶୀର ମହତ୍ତ୍ୱ ଆହୁରି ବଢ଼ିଯାଏ | ବିଶ୍ୱାସ କରାଯାଏ ଯେ ପଦ୍ମିନୀ ଏକାଦଶୀ…

ଆଖି ପିଛୁଳାକେ ଶତ୍ରୁ ହେବେ ଧୂଳିସାତ, ଲେଜର ଗାଇଡେଡ ଆଣ୍ଟି ଟ୍ୟାଙ୍କ ମିଶାଇଲର ସଫଳ ପରୀକ୍ଷଣ କଲା DRDO

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଟେନସନ ମଧ୍ୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଉ ଏକ ବଡ଼ ସଫଳତା ପାଇଛି | ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡେଡ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲକୁ (ATGM) ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା | ଏହି ସଫଳତା…

ଭାରତରେ ଆରମ୍ଭ ହେଲା ଆପଲ୍ ଅନଲାଇନ ଷ୍ଟୋର୍, ଗ୍ରାହକ ପାଇପାରିବେ ଏହି ଆଠଟି ସୁବିଧା

ଆମେରିକୀୟ ଟେକ୍ କମ୍ପାନୀ ଆପଲ୍ ଭାରତରେ ଏହାର ପ୍ରଥମ ଅନଲାଇନ୍ ଷ୍ଟୋର୍‌ ଆରମ୍ଭ କରିଛି। ଏଥିପାଇଁ ଆପଣଙ୍କୁ ଆପଲର ୱେବସାଇଟକୁ ଯିବାକୁ ପଡିବ | ଆପଣ ହୋମ ପେଜରୁ ଆପଲ ଅନଲାଇନ ଷ୍ଟୋରକୁ ଯାଇ ପ୍ରଡକ୍ଟ କିଣିପାରିବେ | ଆପଲ୍ ଅନଲାଇନ ଷ୍ଟୋର୍ ପାଇଁ ଏହା ହେଉଛି…

କରୋନା ଟିକାକୁ ନେଇ ଥିବା ଆଶାକୁ ଡବ୍ଲୁଏଚଓର ବଡ଼ ଝଟକା, କହିଲେ ଟିକାର କୌଣସି ଗ୍ୟାରେଂଟି ନାହିଁ

ଦୁନିଆକୁ କରୋନା ଭାଇରସ କବଳରୁ ମୁକ୍ତ କରିବା ପାଇଁ ସମସ୍ତେ ଉତ୍ସାହର ସହିତ ଏକ ଆଦର୍ଶ ଟିକାକୁ ଅପେକ୍ଷା କରିଛନ୍ତି | ଏହି ସମୟରେ, WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ମୁଖ୍ୟ ଟ୍ରେଡୋସ୍ ଆଡନୋମ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ କୋଭିଡ୍-୧୯ ପାଇଁ ଯେଉଁ ଟିକାଗୁଡ଼ିକ ଉପରେ କାମ ଜାରି…

ଦେଶରେ କରୋନା ସଂକ୍ରମଣ ୫୬ ଲକ୍ଷ ପାର, ଗତ ୨୪ ଘଂଟା ଭିତରେ ୧,୦୮୫ ଜଣଙ୍କ ମୃତ୍ୟୁ

ଭାରତର କରୋନାର ଗତିରେ ଲଗାମ ଲାଗିବାର ନାମ ହିଁ ନେଉନାହିଁ | ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଉଛି | ବୁଧବାର ଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୫୬ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଗତ ୨୪ ଘଟା ମଧ୍ୟରେ ୮୩,୩୪୭ ଟି ନୂଆ କରୋନା ରୋଗୀ…