World Vegetarian Day 2020: ଶାକାହାରୀ ହୋଇଥିଲେ ଭୁଲରେ କରନ୍ତୁ ନାହିଁ ଏହି ୮ଟି ଭୁଲ, ହୋଇପାରନ୍ତି ବେମାର
ଅକ୍ଟୋବର ୧ ତାରିଖରେ ବିଶ୍ୱ ଶାକାହାରୀ ଦିବସ (World Vegetarian Day)ସାରା ବିଶ୍ୱରେ ପାଳନ କରାଯାଏ | ଏହାର ଉଦ୍ଦେଶ୍ୟ ହେଉଛି ଶାକାହାରୀ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଏହାର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା | ଶାକାହାରୀ ଖାଦ୍ୟ ଅତ୍ୟନ୍ତ ସୁସ୍ଥ ଅଟେ | ଓଜନ ହ୍ରାସ କରିବା…