ଶୋଇବା ପୁର୍ବରୁ ଏହି ଗୋଟିଏ ଜିନିଷ ପିଇବା ଦ୍ବାରା ମିଳିଥାଏ ସୁନିଦ୍ରା
ଅନେକ ଲୋକ ବିଳମ୍ବିତ ରାତ୍ରି ଯାଏଁ ଚେଇଁବାରେ ଅଭ୍ୟସ୍ତ। ସେମାନେ ଏହି ସମୟରେ କାମ କରିଥାନ୍ତି କି ଟିଭି ଦେଖନ୍ତି ଅଥବା ପଢ଼ାପଢ଼ି କରିଥାନ୍ତି। ସେମାନେ ରାତିରେ ଡେରିରେ ବି ଖାଇଥାନ୍ତି ଏବଂ ତାପରେ ଶୋଇଥାନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ…