ଇଂଟରନେଟରେ ଉର୍ବସୀଙ୍କ ୩୭ କୋଟିର ଡ୍ରେସକୁ ନେଇ ଚର୍ଚା, ଭାଇରାଲ ହେଉଛି ଫଟୋ
ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ। ଏବେ ପୁଣି ଥରେ ଉର୍ବଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି। ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ…