ଜୋ ବିଡେନଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କକୁ କିପରି ପ୍ରଭାବିତ କରିବ ?
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୧୯୭୦ ଦଶକରୁ ଭାରତ-ଆମେରିକା ମଧ୍ୟରେ ମଜବୁତ ସମ୍ବନ୍ଧର ରକ୍ଷକ ହୋଇ ଆସିଛନ୍ତି। ୨୦୦୮ମସିହାରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ବୁଝାମଣା ପାଇଁ ସିନେଟର ମଞ୍ଜୁରୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତଥା ଆତଙ୍କବାଦୀ…