କ୍ଷୀରକୁ ଗାଢ଼ ରଙ୍ଗ ଦେବାପାଇଁ ମିଶାଯାଏ ଏହିସବୁ ଜିନିଷ, ଜାଣନ୍ତୁ କିଭଳି କରିବେ ଫରକ

ବର୍ତମାନ ସମୟରେ ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢ଼ିଚାଲିଛି । ଏମିତିକି ଲୋକଙ୍କ ସ୍ବାସ୍ଥ୍ୟ ସହିତ ମଧ୍ୟ ଖେଳିବାକୁ ପଛାଉନାହାନ୍ତି ଅପମିଶ୍ରଣକାରୀ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଥାଏ । କିନ୍ତୁ ଯଦି ଏହାକୁ ଅପମିଶ୍ରିତ କରି ଏହାର ଶୁଦ୍ଧତା କମ୍…

ଦେଶରେ ଗତ ୨୪ଘଂଟା ଭିତରେ ୨୩୯୫୦ କରୋନା ସଂକ୍ରମିତ ଚିହ୍ନଟ , ୩ ଲକ୍ଷ ତଳେ ସକ୍ରିୟ ମାମଲା

କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୨୩,୯୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ୯୬ଲକ୍ଷ ପାର୍‌ ହୋଇଛି । ସେହିପରି ଦେଶରେ ଆକ୍ଟିଭ କେସ୍‌ 3ଲକ୍ଷ ତଳେ ରହିଛି । କେନ୍ଦ୍ରୀୟ…

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନା ଆକ୍ରାନ୍ତ, ଟୁଇଟ କରି ଦେଲେ ସୂଚନା

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ରକୁଲ ପ୍ରୀତ୍ ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ହୋମ…

ଖୁସି ଖବର! ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ପହଂଚିବ କରୋନା ଟିକାର ପ୍ରଥମ ସିପମେଂଟ

ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର | ସୂଚନାନୁସାରେ, ଡିସେମ୍ବର ଶେଷ ସପ୍ତାହରେ କରୋନା ଟିକାର ପ୍ରଥମ ସିପମେଂଟ ଦିଲ୍ଲୀରେ ପହଞ୍ଚିବ। ତେବେ ଏହି କରୋନା ଟିକାର ପ୍ରଥମ ବ୍ୟାଚ୍ କେଉଁ କମ୍ପାନୀର ହେବ ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସରକାରୀ…

ମୁମ୍ବାଇ କ୍ଲବରେ ଚଢ଼ାଉ, ସୁରେଶ ରାଇନା-ଗୁରୁ ରାନ୍ଧୱାଙ୍କ ସମେତ ଅନେକ ତାରକା ଗିରଫ

ମହାରାଷ୍ଟ୍ରର ମୁମ୍ବାଇରେ କରୋନା ନିୟମ ଉଲ୍ଲଂଘନ କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ ପାର୍ଟି କରୁଥିବା ବେଳେ ପ୍ରାୟ ୩୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଗିରଫ ହୋଇଥିବା ୩୪ ଜଣଙ୍କ…

ସାବଧାନ! ଆବଶ୍ୟକତାଠୁ ଅଧିକ ଅଣ୍ଡା ଖାଉଥିଲେ ହୋଇପାରେ ଏହିସବୁ ସମସ୍ୟା

ଖାଦ୍ୟ ଆମ ଶରୀର ପାଇଁ ଏକ ମୌଳିକ ଆବଶ୍ୟକତା ହୋଇଥାଏ । ଏହା ଆମ ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ ଶରୀରକୁ ସମସ୍ତ ଆବଶ୍ୟକୀୟ ଭିଟାମିନ ଆମେ ଖାଦ୍ୟରୁ ହିଁ ପାଇଥାଉ । ତେବେ ଅଣ୍ଡା ହେଉଛି ସେହିଭଳି ଏକ ଖାଦ୍ୟ । ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେସ୍ ହୀତକର ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ…

ଆକ୍ସନ୍ ସିନରେ ସୋନୁ ସୁଦଙ୍କ ଉପରକୁ ହାତ ଉଠାଇବାକୁ ମନା କରିଦେଲେ ଚିରଞ୍ଜୀବୀ, ଏହା ପଛରେ ରହିଛି ଏକ ବିଶେଷ କାରଣ

ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ ଲାଇମଲାଇଟକୁ ଆସିଥିଲେ। ସେ ଶହ ଶହ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ସହାୟତା ପ୍ରକ୍ରିୟା ଏବେ ଜାରି ରହିଛି। ସୋନୁଙ୍କ ଏହି କାର୍ଯ୍ୟ ସହିତ ସେ ଲୋକମାନଙ୍କ ମଧ୍ୟରେ ମସିହା ଭାବରେ ଉଭା ହେଲେ | ସମସ୍ତେ ତାଙ୍କୁ ପ୍ରଶଂସା…

ପିଛା ଛାଡ଼ୁନି ଡ୍ରଗ୍ସ ମାମଲା : ଯାଞ୍ଚ୍‌ ପାଇଁ ମୁମ୍ବାଇସ୍ଥିତ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଅଭିନେତା ଅଜୁର୍ନ…

ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପ୍ରଶ୍ନର ସାମ୍ନା କରିବାକୁ ମୁମ୍ବାଇର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତା ଅଜୁର୍ନ ରାମ୍ପାଲ। ଅଜୁର୍ନଙ୍କୁ ଡିସେମ୍ବର ୧୬ରେ ଏନ୍‌ସିବି କାର୍ଯ୍ୟାଳରେ ପହଞ୍ଚିବାକୁ ପୂର୍ବରୁ କୁହଯାଇଥିଲା। ସେ ନିଜର…

ନୂଆବର୍ଷଦିନ ଘରକୁ ଆଣନ୍ତୁ ଏହି ଜିନିଷ, ଜୀବନରୁ ଦୂରହେବ ଅନେକ ସମସ୍ୟା

ଆଉ ମାତ୍ର କିଛି ଦିନ ପରେ ଆସିଯିବ ନୂଆବର୍ଷ। ମନରେ ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ଉଦ୍ଦୀପନା ଭରି ନୂଆବର୍ଷ ୨୦୨୧କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି ଲୋକେ। ସମସ୍ତେ ନିଶ୍ଚିତ ଚାହୁଁଥିବେ ଯେ ନୂତନ ବର୍ଷଟି ସେମାନଙ୍କ ପାଇଁ ଶୁଭ ଫଳଦାୟୀ ତଥା ମଙ୍ଗଳମୟ ହେଉ। ତେବେ କିଛି ସରଳ ଉପାୟରେ…

ୟୁକେରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଭାରତରେ ଆତଙ୍କ, ବିମାନ ଉଡ଼ାଣ ଉପରେ ସରକାର ତୁରନ୍ତ ପ୍ରତିବନ୍ଧକ ଲଗାଇବା ଦାବି…

ଗୋଟିଏ ପଟେ କରୋନା ଭାଇରସ ବିରୋଧରେ ଟିକା ପାଇବା ଆଶା ବଢ଼ିଛି, ଅନ୍ୟ ପଟେ ଏକ ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିନ୍ତା ବଢାଇଲାଣି। ବ୍ରିଟେନରେ କରୋନା ଭାଇରସର ଏକ ନୂତନ ଷ୍ଟ୍ରେନ୍ ଉତ୍ପନ୍ନ ହୋଇଛି, ଯାହା ଅତ୍ୟନ୍ତ ଭୟଙ୍କର ଅଟେ | ଏହା ପରେ ୟୁରୋପର ଅନେକ ଦେଶ ବ୍ରିଟେନକୁ ଯିବାକୁ ରଦ୍ଦ…