ଆମ୍ବ କିଣିବା ସମୟରେ ଏହା ମିଠା ନା ଖଟା କିପରି ଜାଣିବେ ? ଆସନ୍ତୁ ଜାଣିବା
ଫଳର ରାଜା ଆମ୍ୱ ସ୍ୱାଦରେ ମିଠା ଓ ବେଳେବେଳେ ଖଟା ହୋଇଥାଏ । ଯଦିଓ ସମସ୍ତେ କଞ୍ଚା ଆମ୍ବ ର ଖଟାକୁ ପସନ୍ଦ କରନ୍ତି, କିନ୍ତୁ ପାଚିଲା ଖଟା ଆମ୍ବ ସାଧାରଣତଃ ଭଲ ଲାଗେ ନାହିଁ ଓ ମନ ମଧ୍ୟ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଆମ୍ବ କିଣିବାବେଳେ ଏହା ମନେ ରଖିବା ଆବଶ୍ୟକ ଯେ ଆପଣ କିଣୁଥିବା…