ଏହି ଦେଶଗୁଡ଼ିକରେ ଲିଟର ପିଛା ଦୁଇ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି ପେଟ୍ରୋଲ
ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା ମୂଲ୍ୟ ଲୋକଙ୍କୁ ଅସୁବିଧାରେ ପକାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ପେଟ୍ରୋଲ ମୂଲ୍ୟ ୯୦ ରୁ ଅଧିକରେ ପହଞ୍ଚିଛି। ନୀକଟରେ ସରକାରୀ ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବରେ ପେଟ୍ରୋଲ…