ମହାଶିବ ରାତ୍ରି ଦିନ ନିଜ ରାଶି ଅନୁଯାୟୀ କରନ୍ତୁ ଏହିସବୁ ଉପାୟ, ପୂର୍ଣ୍ଣ ହେବ ମନୋସ୍କାମନା

ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧୧ ହେଉଛି ମହାଶିବ ରାତ୍ରି। ଶିବ ଭକ୍ତଙ୍କ ପାଇଁ ଏହା ଏକ ବଡ଼ ଦିନ । ନିଜର ମନୋସ୍କାମନା ପୂରଣ କରିବା ପାଇଁ ଭକ୍ତମାନେ ନିର୍ଜଳା ଉପବାସ ରଖିବେ ଏବଂ ସାରା ରାତି ଉଜାଗର ରହି ଦୀପ ଜାଳିବେ । ତେବେ ଏହି ଦିନ ରାଶି ଅନୁଯାୟୀ, କିଛି ଉପାୟ କରିବା ଦ୍ୱାରା ଶୁଭଫଳ…

ଆଳତୀ ସହ ଜଡ଼ିତ ଏହି ଉପାୟ କରନ୍ତୁ, ପାଇବେ ଶୁଭଫଳ

ହିନ୍ଦୁ ଧର୍ମର ଏକ ସାଧାରଣ ନିୟମ ରହିଛି ଯେ ପୂଜାପାଠ କରାଯିବା ସମୟରେ ଆଳତୀ ସହିତ ପୂଜା ସମ୍ପର୍ଣ୍ଣ ହୋଇଥାଏ । ଆଳତୀରେ ଦେବତାମାନଙ୍କର ନାମର ଗୁଣଗାନ ଓ ଧ୍ୟାନ କରାଯାଇଥାଏ |ଧାର୍ମିକ ଦୃଷ୍ଟିକୋଣରୁ ବିଶ୍ୱାସ କରାଯାଏ ଯେ, ଦେବତାମାନେ ଗାୟନ ପ୍ରଣାଳୀ ସହିତ ଆଳତୀରେ ଅନୁଷ୍ଠିତ ଗୀତ ଏବଂ…

ଯଦି ଘରେ ଦେଖୁଛନ୍ତି ଏହି ୫ ଟି ସଙ୍କେତ, ତେବେ ବୁଝିଯାଆନ୍ତୁ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଛି

ଶକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ | ଏହି ଶକ୍ତିଗୁଡିକ ଦୁଇ ପ୍ରକାରର ବୋଲି ବିବେଚନା କରାଯାଏ | ନକାରାତ୍ମକ ଏବଂ ସକରାତ୍ମକ | ଘରେ ସକରାତ୍ମକ ଶକ୍ତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଯେଉଁଠାରେ ସକରାତ୍ମକ ଶକ୍ତିର ପ୍ରବାହ…

ବାଇସେପ୍ସ ପାଇଁ ଇଞ୍ଜେକ୍ସନ ନେଇଥିଲେ ଯୁବକ, ଏବେ ଉତୁରିଗଲା ବଡି ବିଲ୍ଡିଂ ନିଶା, ଦେଖନ୍ତୁ କିଭଳି ହେଲା ତାଙ୍କ ଅବସ୍ଥା

ଆଜିର ଆଧୁନିକ ଯୁଗରେ ଲୋକେ ଫିଜିକାଲ୍‌ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜିମ୍‌, ବ୍ୟାୟାମ, ଯୋଗ କରିବାକୁ ଲୋକେ ଭଲ ପାଉଛନ୍ତି। କିନ୍ତୁ କିଛି ଲୋକ କମ୍‌ ଦିନରେ ସୁନ୍ଦର ସ୍ବାସ୍ଥ୍ୟ ପାଇବାକୁ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ଏବଂ ଔଷଧର ବ୍ୟବହାର କରୁଛନ୍ତି। ବିଶେଷ କରି ବଡି…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧: ଦୁଇ ହାତ ନଥାଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଝିଅ

ଆଜି ମହିଳାମାନେ ପୃଥିବୀଠାରୁ ଆକାଶ ପର୍ଯ୍ୟନ୍ତ, ନିରାପତ୍ତା ଠାରୁ ନ୍ୟାୟ ପର୍ଯ୍ୟନ୍ତ, ପିଲାଙ୍କ ଆଘାତରେ ମଲମ ଲଗାଇବା ଠାରୁ ଆରମ୍ଭ କରି ବଡ଼ ବଡ଼ ଅସ୍ତ୍ରୋପଚାର ପର୍ଯ୍ୟନ୍ତ, ଘରଠାରୁ ଆରମ୍ଭ କରି କମ୍ପାନୀ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ଶକ୍ତି ଜାହିର କରିଛନ୍ତି । ଆନ୍ତର୍ଜାତୀୟ…

ଜାଣନ୍ତୁ କେଶକୁ ସୁସ୍ଥ ରଖିବା ପାଇଁ କେତୋଟି ସରଳ ଘରୋଇ ଉପାୟ

କେଶ ପାଇଁ ନଡ଼ିଆ ପାଣି ଓ କ୍ଷୀର – ନଡ଼ିଆ ପାଣି, କଞ୍ଚା କ୍ଷୀରରେ ବେସନ ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ। ନଡ଼ିଆ ତେଲ ଓ ମହୁ – ୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର…

ଘରେ ମୟୁର ପୁଚ୍ଛକୁ ଏଭଳି ଭାବରେ ରଖନ୍ତୁ, ମିଳିଥାଏ ଅନେକ ଫାଇଦା

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ମୟୁର ପୂଛକୁ ବହୁତ ଶୁଭ ହୋଇଥାଏ। ମହୁର ପୂଛ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ। ସେଥିପାଇଁ ତାକୁ ବହୁତ ଶୁଭ ବୋଲି କୁହାଯାଏ। ଘରେ ମୟୁର ପୂଛ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ…

୪୦ ଟଙ୍କା ଲଟେରୀ ଚମକେଇଦେଲା ଶ୍ରମିକଙ୍କ ଭାଗ୍ୟ: ହୋଇଗଲେ ୮୦ ଲକ୍ଷ ଟଙ୍କାର ମାଲିକ

ପଶ୍ଚିମବଙ୍ଗରୁ ଆସିଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଭାଗ୍ୟ ଚମକିଯାଇଛି । କେରଳ ସରକାରଙ୍କର କରୁଣ୍ୟ ପ୍ଲସ୍ ଲଟେରୀର ବମ୍ପର ପୁରସ୍କାର ଜିତି ୮୦ ଲକ୍ଷ ଟଙ୍କା ହାସଲ କରିବାରେ ସଫଳ ହୋଇଛନ୍ତି ପ୍ରତିଭା ମଣ୍ଡଳ ନାମକ ଏହି ଶ୍ରମିକ। ପଶ୍ଚିମବଙ୍ଗର ମୂଳ ବାସିନ୍ଦା ପ୍ରତିଭା ମଣ୍ଡଳ…

ମହାଶିବରାତ୍ରି ଦିନ ନିଶ୍ଚୟ ଅର୍ପଣ କରନ୍ତୁ ଏହିସବୁ ଜିନିଷ: ପୂର୍ଣ୍ଣ ହେବ ଆପଣଙ୍କ ମନୋସ୍କାମନା

ମହାଶିବରାତ୍ରିକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ ଶିବରାତ୍ରି ଦିନ ମହାଦେବଙ୍କୁ ଆରାଧନା କଲେ…

ପିତଳ ବାସନରେ ଖାଦ୍ୟ ଖାଇବାର ରହିଥାଏ ଏହିସବୁ ଫାଇଦା

ପିତ୍ତଳ ବାସନ ଓ ପାତ୍ର ଘରେ ରଖିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ପିତ୍ତଳ ପାତ୍ରରେ ପ୍ରସ୍ତୁତ ଭୋଜନ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏହା ଶରୀରକୁ ଆରୋଗ୍ୟ ରଖିବା ସହ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ। ଅନ୍ୟ ବାସନ…