ଆଜି ରାତିରୁ ସୋମବାର ପର୍ଯ୍ୟନ୍ତ ଏକ ସପ୍ତାହର ଲକଡାଉନ ଘୋଷଣା କଲେ ଦିଲ୍ଲୀ ସରକାର
ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ସରକାର ସୋମବାର ରାତିରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ରବିବାର ଦିନ ଦିଲ୍ଲୀରେ ଗୋଟିଏ…