ଚେହେରାର ଚମକ ବଢାଇବା ଏବଂ ଦାଗହୀନ କରିବା ପାଇଁ କଫିକୁ ଏହି ଉପାୟରେ କରନ୍ତୁ ବ୍ୟବହାର
କଫି ହେଉଛି ଏପରି ଏକ ଘରୋଇ ଉପାଦାନ ଯାହା ଚେହେରାରେ ଅତି ସହଜରେ ବ୍ୟବହାର କରାଯାଇପାରିବ | ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ଏବଂ ଚର୍ମକୁ ନଷ୍ଟ କରୁଥିବା ମୁକ୍ତ ରେଡିକାଲଗୁଡିକୁ ବାହାର କରିଥାଏ | ଏହା ବ୍ୟତୀତ ବାର୍ଦ୍ଧକ୍ୟ ପ୍ରକ୍ରିୟା ହ୍ରାସ କରିବାରେ କଫିର ପ୍ରଭାବ ମଧ୍ୟ ଦେଖାଯାଏ | କଫି…