ବ୍ଲାକ ଫଙ୍ଗସରେ କରନ୍ତୁ ନାହିଁ ଅବହେଳା! ଏହା ହୋଇପାରେ ଘାତକ: ଆଇସିଏମଆରର ଚେତାବନୀ

କରୋନାର ଦ୍ୱିତୀୟ ଲହରୀ ଦ୍ୱାରା ପୂର୍ବରୁ ହିଁ ସାରା ଦେଶରେ ହାହାକାର ଦେଖାଦେଇଛି, ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ କରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ମଧ୍ୟ ଦେଖିବାକୁ ମିଳୁଛି।…

ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ: ଗୋଟିଏ ଦିନରେ ୩ ଲକ୍ଷ ୬୬ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୩୭୫୪ ଜଣଙ୍କ…

ଦେଶରେ କରୋନା ଭାଇରସ ମାମଲାରେ ସାମାନ୍ୟ ହ୍ରାସ ପାଇଛି। ଏହା ମଧ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୫୪ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଂଟାରେ ୩ ଲକ୍ଷ ୬୬ ହଜାର ୧୬୧…

ଜଲଦି ଜଲଦିରେ ଖାଦ୍ୟ ଖାଉଛନ୍ତି କି? ତେବେ ଜାଣନ୍ତୁ ଶରୀରକୁ କିଭଳି ପ୍ରଭାବିତ କରିଥାଏ ଅଭ୍ୟାସ

ଆପଣ କ’ଣ ଶୀଘ୍ର ଶୀଘ୍ର ଖାଇଥାନ୍ତି କି, ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ। ଏକା ସହିତ ପେଟ ପୂରା ନଖାଇ ବହୁତ ଥର ଟିକେ ଟିକେ ଖାଇବା ଉଚିତ୍। ଆସନ୍ତୁ…

କଦଳୀ ସଢ଼ିଗଲେ ଫିଙ୍ଗିଦେଉଛନ୍ତି କି? ତେବେ ଫିଙ୍ଗିବା ପୂର୍ବରୁ ଜାଣି ରଖନ୍ତୁ ଏହାର ଫାଇଦା

ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ…

ଭାରତର ଏକ ମନ୍ଦିରର କାହାଣୀ: ଯାହାର ସ୍ତମ୍ଭଗୁଡ଼ିକ ଶୂନ୍ୟରେ ଝୁଲୁଛି, ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ଏହା ରହସ୍ୟମୟ…

ଯଦି ଭାରତକୁ ମନ୍ଦିରର ଦେଶ କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ। କାରଣ ଏଠାରେ ଏତେଗୁଡ଼ିଏ ମନ୍ଦିର ଅଛି ଯାହାକୁ ଆପଣ ଗଣିଗଣି ଥକିଯିବେ, କିନ୍ତୁ ଗଣିବାକୁ ସମର୍ଥ ହେବେ ନାହିଁ | ଆମ ଦେଶରେ ଅନେକ ମନ୍ଦିର ଅଛି, ଯାହା ସେମାନଙ୍କର ମହାନତା ଏବଂ ଅନନ୍ୟ ବିଶ୍ୱାସ ପାଇଁ ଜଣାଶୁଣା | ଏପରି ଏକ…

କ୍ୟାନ୍ସର ହେବା ପରେ ପ୍ରଥମଥର ନଜର ଆସିଲେ ଅଭିନେତ୍ରୀ କିରଣ ଖେର, ପ୍ରଚାରିତ ଗୁଜବକୁ ନେଇ ଅନୁପମ ଖେର ଦେଲେ ଏଭଳି ଜବାବ

ବର୍ତମାନ ବିଜେପି ସାଂସଦ ତଥା ଅଭିନେତ୍ରୀ କିରଣ ଖେର କ୍ୟାନ୍ସରରେ ରୋଗରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଖବର ବ୍ୟାପିବାରେ ଲାଗିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବାର ଖବର ଭାଇରାଲ ହେବା ପରେ…

କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ ଫଙ୍ଗସ ସଂକ୍ରମଣ, ଦେଶରେ ଦେଖାଗଲାଣି ଅନେକ ମାମଲା

କରୋନା ଭାଇରସ ବ୍ୟତୀତ ଗୁଜୁରାଟର ସୁରଟରେ ଆଉ ଏକ ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ବ୍ଲାକ ଫଙ୍ଗସ୍ କିମ୍ବା ମ୍ୟୁକୋରମାଇକୋସିସ୍ ସହିତ ସଂକ୍ରମଣ ଦେଖିବାକୁ ମିଳୁଛି। ଯାହା ଆଖି ସହିତ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ | କରୋନା…

ଶନି ଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଶନି ପ୍ରଦୋଷ ବ୍ରତ, ଜାଣନ୍ତୁ ବ୍ରତ ବିଧି , କାହାଣୀ ଏବଂ ପ୍ରତିକାର

ବୈଶାଖ ମାସର ପ୍ରଥମ ପ୍ରଦୋଷ ବ୍ରତ ୮ ମେ, ଶନିବାର ଦିନ ପଡୁଛି | ପ୍ରତି ମାସରେ ତ୍ରୟୋଦଶୀ ତିଥି ଦିନ ପ୍ରଦୋଷ ବ୍ରତ ପାଳନ କରାଯାଏ | ଚଳିତଥର ଏହୁ ବ୍ରତ ଶନିବାର ଦିନ ପଡ଼ିଥିବାରୁ, ଏହି ବ୍ରତର ମହତ୍ବ ଆହୁରି ଅଧିକ ବଢ଼ିଯାଇଛି | ଶନୀ ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ପୂଜା ସହିତ ଭଗବାନ…

ବଲିଉଡ କୁଇନ କଙ୍ଗନାଙ୍କୁ କରୋନା: ଇନଷ୍ଟାଗ୍ରାମରେ ଦେଲେ ସୂଚନା

ବଲିଉଡର କୁଇନ କୁହାଯାଉଥିବା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ ଟେଷ୍ଟ ପଜିଟିଭ ହୋଇଛି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ନିଜକୁ ପୃଥକବାସ କରି ସେ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି | ଅଭିନେତ୍ରୀ…

ଘରେ ଏହି ଦୁଇଟି ଜିନିଷର ଏକାସାଥିରେ ନିର୍ମାଣ ହୋଇଥାଏ ଅଶୁଭ, ହୋଇଥାଏ ବହୁତ କ୍ଷତିକାରକ

ଯଦି ଜଣେ ବ୍ୟକ୍ତିଙ୍କ ଜୀବନରେ କିଛି ସମସ୍ୟା ଥାଏ, ତେବେ ଏହା ଘରର ବାସ୍ତୁଦୋଷ ସହିତ ମଧ୍ୟ ଜଡିତ | ବାସ୍ତୁରେ, ନିର୍ମାଣ ବିଷୟରେ ଏହିପରି ଜିନିଷଗୁଡିକ କୁହାଯାଇଛି, ଯଦି ଏହାର ଯତ୍ନ ନିଆଯାଏ, ତେବେ ଚାରିପାଖରେ ଥିବା ନକାରାତ୍ମକ ଶକ୍ତି ବିଲୋପ ହୋଇ ଆପଣ ଏକ ସୁଖ ଏବଂ ଶାନ୍ତି ଜୀବନ…