କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ହୋଇଥାଏ ଠିକ?
ସୁସ୍ଥ ଶରୀର ପାଇଁ ସଠିକ ଖାଦ୍ୟକୁ ସଠିକ ମାତ୍ରାରେ ଓ ସଠିକ ପ୍ରଣାଳୀରେ ଖାଇବା ଖୁବ ଆବଶ୍ୟକ। ସାଧାରଣତଃ ତେଲ ,ପାଣି, ମସଲାରେ ପ୍ରସ୍ତୁତ ଖାଦ୍ୟ ୨୪ ଘଣ୍ଟାରେ ମଧ୍ୟରେ ଖରାପ ହେବାକୁ ଆରମ୍ଭ ହୋଇଥାଏ। ସେହିଭଳି କିଛି ଏପରି ଖାଦ୍ୟ ପଦାର୍ଥ ରହିଛି,ଯାହାକୁ ଫ୍ରିଜରେ ୨ ଦିନ ପର୍ୟ୍ୟନ୍ତ…