ପିତାମାତାଙ୍କୁ ହରାଇସାରିଥିବା ପିଲା ଏବଂ ଏକାକୀ ହୋଇପଡ଼ିଥିବା ବୃଦ୍ଧଙ୍କୁ ସାହାଯ୍ୟ କରିବେ ଦିଲ୍ଲୀ ସରକାର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଘୋଷଣା କରିଛନ୍ତି ଯେ କରୋନା କାରଣରୁ ଉଭୟ ପିତାମାତାଙ୍କୁ ହରାଇଥିବା ଛୋଟ ପିଲାମାନଙ୍କୁ ଏବଂ ନିଜର ଯୁବା ସନ୍ତାନଙ୍କୁ ହରାଇଥିବା ବୟସ୍କଙ୍କୁ ଦିଲ୍ଲୀ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।…