କଳା ଏବଂ ଧଳା ଫଙ୍ଗସ ପରେ ଏବେ ୟେଲୋ ଫଙ୍ଗସର ଆତଙ୍କ, ଗଜିଆବାଦରେ ମିଳିଲା ପ୍ରଥମ କେସ
ବ୍ଲାକ ଏବଂ ହ୍ବାଇଟ ଫଙ୍ଗସ୍ ପରେ ଗଜିଆବାଦର ଜଣେ ରୋଗୀଙ୍କଠାରେ ୟେଲୋ ଫଙ୍ଗସ୍ ନିଶ୍ଚିତ ହୋଇଛି। ଚିକିତ୍ସା କରୁଥିବା ଡାକ୍ତର ବିପି ଟାୟାଗି କହିଛନ୍ତି ଯେ ୪୫ ବର୍ଷୀୟ ରୋଗୀ ପୂର୍ବରୁ କରୋନା ସଂକ୍ରମିତ ଥିଲେ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ OT ରେ ସଫେଇ…