ସକାଳେ ଜଳଖିଆ ଖାଇବାକୁ ଭୁଲି ଯାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଆପଣଙ୍କ ଶରୀରକୁ କିଭଳି ପ୍ରଭାବିତ କରିଥାଏ
ଶରୀରରେ ଶକ୍ତିସ୍ତର ବଜାୟ ରହିବା ପାଇଁ ଏବଂ ସମସ୍ତ କ୍ରିୟା ଠିକ୍ ଭାବେ ସଞ୍ଚାଳିତ ହେବା ପାଇଁ ଅଧିକାଂଶ ଲୋକ ଦିନକୁ ୨-୩ଥର ଖାଇଥାଆନ୍ତି। କିନ୍ତୁ ସବୁଠାରୁ ଜରୁରୀ ହେଉଛି ସକାଳର ଜଳଖିଆ କାରଣ ରାତ୍ର ଭୋଜନରେ ମିଳିଥିବା ଶକ୍ତି ଏବଂ ପୋଷକ ତତ୍ତ୍ବ ଶରୀରର ସମସ୍ତ କ୍ରିୟାରେ ଖର୍ଚ୍ଚ…