ଗୋଟିଏ ମାସ ପାଇଁ ଖାଆନ୍ତୁ ଏହି ଫଳ, ଶରୀରରେ ଆସିବ ଏହି ସାତୋଟି ପରିବର୍ତନ
ଡ଼ାଳିମ୍ବ ଶରୀର ପାଇଁ ଅନେକ ଉପକାରୀ । ଯଦି ଡ଼ାଳିମ୍ବ ଖାଉନାହାଁନ୍ତି, ତାହେଲା ଆଜି ଜାଣନ୍ତୁ ଏହାର ଉପକାର, କାଲିଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ । ଡ଼ାଳିମ୍ବରେ ଫାଇବର ସାଥିରେ ଭିଟାମିନ ପ୍ରଚୁର ଭରପୁର ଥାଏ । ଏହା ସହିତ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ,…