ପିଲାଙ୍କ ବିକାଶ ଓ ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଥିଲେ, ସେମାନଙ୍କ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ
ଶିଶୁଙ୍କୁ ପିଲାଦିନୁ ପୃଷ୍ଟିକର ଖାଦ୍ୟ ଦେଲେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ। ପୃଷ୍ଟିକର ଖାଦ୍ୟ ଯୋଗୁଁ ପିଲାଙ୍କ ଉଚ୍ଚତା, ସ୍ୱାସ୍ଥ୍ୟ ସବୁ ସଠିକ ରୁହେ। ଭଲ ଖାଦ୍ୟ ଖାଇଲେ ଶିଶୁଙ୍କ ରୋଗ ପ୍ରତିରୋଧକ ମଜବୁତ ହୁଏ ଏବଂ ସେମାନେ ଶୀଘ୍ର ରୋଗୀଣା ହୁଅନ୍ତିନି। କିନ୍ତୁ ପିଲାଙ୍କ ଡାଏଟ ଠିକ ନଥିଲେ…