ସୋସିଆଲ ମିଡିଆରେ ନିଜ ପିଲାଙ୍କର ଏଭଳି ଫଟୋ ସେୟାର କରୁଥିଲେ ସାବଧାନ ! ଜାଣନ୍ତୁ ଏହା କେତେ ଖରାପ ହୋଇପାରେ

ସୋଶିଆଲ ମିଡିଆରେ ଫଟୋ ସେୟାର କରିବାର କ୍ରେଜ୍ ଏତେ ବଢ଼ିଗଲାଣି ଯେ ଅଧିକାଂଶ ଲୋକ ନିଜର,ସାଙ୍ଗଙ୍କ ଏବଂ ପରିବାର ଲୋକଙ୍କ ଫଟୋ କ୍ଲିକ୍ କରି ତୁରନ୍ତ ସୋଶିଆଲ ମିଡିଆରେ ପୋଷ୍ଟ କରିଦେଉଛନ୍ତି ଏବଂ ଭାବୁଛନ୍ତି ଯେ ଏହା କିଛି ଖରାପ ଜିନିଷ ନୁହେଁ। ଇଣ୍ଟରନେଟ୍ ଯେତିକି ଉପକାରୀ ତା’ଠାରୁ ଅଧିକ…

କେଉଁ ଠାକୁରଙ୍କୁ କେଉଁ ଭଳି ଦୀପ ଅର୍ପଣ କଲେ ମିଳିଥାଏ ଶୁଭଫଳ , ଜାଣନ୍ତୁ

ଭଗବାନଙ୍କୁ ପ୍ରାର୍ଥନା କରିବାବେଳେ ଦୀପ ଜଳାଇବା ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ଚାଲିଆସୁଛି | ଭଗବାନଙ୍କ ନିକଟରେ ନିଜର ପ୍ରାର୍ଥନା ଜଣାଇବା ପାଇଁ ଆମେ ଦୀପ ଜଳାଇଥାଉ | ଆମେ ଆମ ନିଜର ସଫଳତା ପାଇଁ, ପରିବାରର ସୁଖ ଶାନ୍ତି ଏବଂ ଅନ୍ୟାନ୍ୟ ସବୁ ଇଛା ପୂରଣ ପାଇଁ ଦୀପ ଜଳାଇ…

ଏତେ ମହଙ୍ଗା ଶାଢ଼ୀ ପିନ୍ଧି ଚର୍ଚ୍ଚାରେ ପି ଭି ସିନ୍ଧୁ, ଦାମ ଜାଣିଲେ ଆପଣ ବି ଚମକିପଡ଼ିବେ

ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ନାମ ଉଜ୍ୱଳ କରିଥିବା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ପିଭି ସିନ୍ଧୁ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପିଭି ସିନ୍ଧୁଙ୍କ ଏହି ଶାଢୀ ଫଟୋ ଖୁବ୍ ଭାଇରାଲ୍ ହେବାରେ…

ଆସନ୍ତା କାଲି ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିବ ପ୍ରଭାବ

ସିଂହ ରାଶିରେ ସୂର୍ଯ୍ୟ ବିରାଜମାନ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମେଷରୁ ମିନା ରାଶି ଯାଏଁ ସବୁ ରାଶି ପ୍ରଭାବିତ ହେବେ । ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସବୁ ଗ୍ରହର ଅଧିପତି ମଧ୍ୟ କୁହାଯାଏ ।…

ସବୁ ରୋଗର ମୂଳ ହୋଇଥାଏ ପେଟ: ଜାଣନ୍ତୁ ଏହାକୁ ସୁସ୍ଥ ରଖିବାର ଉପାୟ

ଗ୍ୟାସ୍ ହେବା, କୋଷ୍ଠକାଠିନ୍ୟ, ପେଟ ବ୍ୟଥା, ଅମ୍ଳପିତ୍ତ,ମୁ ହଁରେ ଛାଲ ପଡ଼ିବାଆଦି ପେଟ ସହ ଜଡ଼ିତ ସମସ୍ୟା ଖାଇବା ପିଇବାରେ ଅନିୟମିତତା ଏବଂ ଆମ ଖରାପ ଅଭ୍ୟାସ ଯୋଗୁଁ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଶରୀରର ବାକି ସମସ୍ୟାଗୁଡ଼ିକ ମଧ୍ୟ ପେଟ ପାଇଁ ହୋଇଥାଏ। ତେଣୁ ଯଦି ଆପଣଙ୍କ ପେଟ…

ଇଣ୍ଡିଆନ୍ ଆଇଡଲ୍ ୧୨ରେ ବାଜି ମାରିଲେ ପାହାଡି ଇଲାକାର ପୁଅ ପୱନଦୀପ ରାଜନ୍, ସମସ୍ତଙ୍କୁ ପଛରେ ପକାଇ ହାତେଇଲେ ଟାଇଟଲ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଅଗଷ୍ଟରେ ୧୫ ରେ ଇଣ୍ଡିଆନ୍ ଆଇଡଲ୍ ଏହାର ଦ୍ୱାଦଶ ବିଜେତା ପାଇଛି । ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍ ୧୨ ର ବିଜେତା ହୋଇଛନ୍ତି । ସେ ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ମଶା ଦାଉରୁ ରକ୍ଷା କରିବା ସହିତ ଘରୁ ଦୂଷିତ ବାୟୁ ଦୂର କରିଥାଏ ଏହି ସବୁ ଗଛ, ଘରେ ନିଶ୍ଚୟ ଲଗାନ୍ତୁ

ଗଛଲତା ଆମ ପାଇଁ କେତେ ଆବଶ୍ୟକ ତାହା କହିବା ଆବଶ୍ୟକତା ନାହିଁ । ଆପଣଙ୍କ ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି । ତେବେ ଆପଣଙ୍କ ଘର ପାଇଁ କେଉଁ ଗଛଲତା କେତେ ଆବଶ୍ୟକ ତାହା ନିଶ୍ଚୟ ଜାଣିବା ଦରକାର। ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ, ଏଥିପାଇଁ ସ୍ଥାନ ନାହିଁ…

ଘରେ ରହିଥିବା ଏହି ଜିନିଷ ଡାକି ଆଣିଥାଏ ଦୁର୍ଭାଗ୍ୟ, ଏଗୁଡ଼ିକୁ ତୁରନ୍ତ କରନ୍ତୁ ବାହାର

ଆମ ଜୀବନ ସହିତ ବାସ୍ତୁର ଏକ ବିଶେଷ ସମ୍ପର୍କ ରହିଛି | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରଟି ସଠିକ୍ ଭାବରେ ନିର୍ମିତ ହୁଏ ଏବଂ ବାସ୍ତୁ ଆଧାରରେ ଶୁଭ ଜିନିଷ ରଖାଯାଏ, ତେବେ ସେହି ବ୍ୟକ୍ତିଙ୍କ ଘରେ ସକରାତ୍ମକ ଶକ୍ତି ରହିଥାଏ |ଅନ୍ୟପକ୍ଷରେ, ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ…

ନିଜର ଏଭଳି ଫଟୋ ସେୟାର କରି ଟ୍ରୋଲ ହେଲେ କଙ୍ଗନା ରଣାୱତ, ଟ୍ରୋଲର କହିଲେ-ଅନ୍ୟକୁ ଜ୍ଞାନ ଦେଉଥିଲ, ନିଜେ କଣ କଲ ?

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯିଏକି ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । କଙ୍ଗନା ପ୍ରାୟ…

ମହାତ୍ମା ଗାନ୍ଧୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବ ଆମେରିକା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ଯାହାକୁ ନ୍ୟୁୟର୍କର ଜଣେ ସାଂସଦ ଦେଇଛନ୍ତି । ଶାନ୍ତି ଓ ଅହିଂସାକୁ ଅଗ୍ରାଧିକାର ଦେଉଥିବାରୁ ମହାତ୍ମା ଗାନ୍ଧୀଙ୍କୁ କଂଗ୍ରେସର…