ଦୁନିିଆର ସବୁଠାରୁ ମୂଲ୍ୟବାନ ଚା ! ଯାହାର କିଛି ଗ୍ରାମର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ

ଧନି ହେଉ କି ଗରିବ ଚା ପ୍ରାୟ ଆମ ସମସ୍ତଙ୍କର ପ୍ରିୟ ପାନୀୟ। ଉଷୁମ ଉଷୁମ କପେ ଚା ଦେହରେ ତୁରନ୍ତ ସ୍ପୁର୍ତ୍ତି ଭରିଦିଏ। ହେଲେ ଆମେ ଯେଉଁ ଚା ପତିର ଚା ପିଉଛେ ସେହି ପତିର ମୂଲ୍ୟ କେଜି ପ୍ରତି ଅତି ବେଶି ହେଲେ ୨ଶହରୁ ୫୦୦ ଟଙ୍କା ମଧ୍ୟରେ। ହେଲେ ଜାଣନ୍ତି କି ଗୋଟିଏ କେଜି ଚାର ମୂଲ୍ୟ ୯ କୋଟି…

ଏହି ୧୦ଟି ଆପ ମାଧ୍ୟମରେ ଟଙ୍କା ଲୁଟୁଛନ୍ତି ହ୍ୟାକର୍ସ: ଆପଣଙ୍କ ଫୋନରେ ଥିଲେ ତୁରନ୍ତ କରନ୍ତୁ ଡିଲିଟ

କ୍ରିପ୍ଟୋକରେନ୍ସି ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ଆସୁଛି | ସମ୍ପ୍ରତି ଜଣେ ହ୍ୟାକର ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ଚୋରି କରିଛି, ତଥାପି ପରେ ସେ କିଛି କରେନ୍ସି ମଧ୍ୟ ଫେରାଇ ଦେଇଛନ୍ତି ଏବଂ ବର୍ତ୍ତମାନ ସେହି ହ୍ୟାକରଙ୍କୁ ସେହି କମ୍ପାନୀ ଦ୍ୱାରା ନିଯୁକ୍ତି ଦିଆଯାଇଛି ଯେଉଁଠାରେ…

ଘରେ ଲଗାନ୍ତୁ ଏହିସବୁ ଫଟୋ, ଘରେ ସକାରାତ୍ମକତା ବଜାୟ ରହିବା ସହ ବୃଦ୍ଧି ପାଇବ ସୁଖ ସମୃଦ୍ଧି

ସମସ୍ତେ ଅତି ଉତ୍ସାହର ସହିତ ତାଙ୍କ ଘର ତିଆରି କରିଥାନ୍ତି ଏବଂ ସଜାଇଥାନ୍ତି । ଯେପରିକି ଏହା ସୌନ୍ଦର୍ଯ୍ୟ ଏବଂ ଖୁସିରେ ପରିପୂର୍ଣ୍ଣ ରହେ । ଏଥି ସହିତ, ଲୋକମାନେ ଏହାକୁ ସଜାଇବା ପାଇଁ ବିଭିନ୍ନ ଫଟୋ ମଧ୍ୟ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ, ଏହି ଫଟୋଗୁଡ଼ିକ ଆମ ଉପରେ ଗଭୀର ପ୍ରଭାବ…

ପାଚନ ଠାରୁ ଆରମ୍ଭ କରି ଓଜନ ହ୍ରାସ କରିବା ପର୍ଯ୍ୟନ୍ତ ଅନେକ ଔଷଧୀୟ ଗୁଣରେ ଭରପୁର ଭୃସୁଙ୍ଗ ପତ୍ର, ଜାଣନ୍ତୁ କିଭଳି…

ଥାଏ । ମରାଠୀ ଏବଂ ଦକ୍ଷିଣ ଭାରତୀୟ ଖାଦ୍ୟର ଜୀବନ ହେଉଛି ଭୃସଙ୍ଗ ପତ୍ର । ଏହା କେବଳ ତରକାରୀର ସ୍ୱାଦକୁ ବଢାଇନଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବାର ଅନେକ ଲାଭ ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଲି ପେଟରେ ଭୃସଙ୍ଗ ପତ୍ର ରସ ପିଇବା…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସରେ ବେଷ୍ଟ ଆକ୍ଟର ହେଲେ ମନୋଜ ବାଜପେୟୀ , ସାମନ୍ଥା ଶ୍ରେଷ୍ଠ…

ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ଆୱାର୍ଡ୍ସର ଲାଟେଷ୍ଟ ଏଡିସନ୍‌ରେ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଅଭିନେତା ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ସାମନ୍ଥା ଆକ୍କିନେନି ବିଜେତା ହୋଇଛନ୍ତି । ଏହି ଆୱାର୍ଡ ସେରିମନି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ…

ସମୁଦ୍ରରେ ଖେଳୁଥିବାର ଦେଖିବାକୁ ମିଳିଲା ଦୁର୍ଲଭ ପିଙ୍କ ଡଲଫିନ, ଭିଡିଓ ଦେଖିଲେ ଆପଣ ବି ଫେରାଇ ପାରିବେନି ଆଖି

ସମୁଦ୍ର ଜଗତ ସାଧାରଣ ଜଗତଠାରୁ ବହୁତ ଭିନ୍ନ । ସେଠାରେ ଥିବା ଉଦ୍ଭିଦ, କୀଟ, ପ୍ରାଣୀ ସବୁ ସାଧାରଣ ଜଗତଠାରୁ ଭିନ୍ନ । ସୋସିଆଲ ମିଡିଆରେ ଡଲଫିନ୍‌ର ସୁନ୍ଦର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଲାଇକ୍ ବି କରୁଛନ୍ତି । ଆଉ କେହି କେହି…

ପିଛା ଛାଡ଼ୁନି କି ଆର୍ଥିକ ସମସ୍ୟା ? କରନ୍ତୁ ଏହି ସରଳ ବାସ୍ତୁ ଉପାୟ

ଅନେକ ଥର ଆମେ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରୁ କିନ୍ତୁ କଠିନ ପରିଶ୍ରମ ସତ୍ତ୍ୱେ ସଞ୍ଚୟ କରି ପାରିନଥାଉ ଓ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏହାର ଅନେକ କାରଣ ହୋଇପାରେ। ଏହା ବାସ୍ତୁଦୋଷର ଏକ ବଡ଼ କାରଣ ହୋଇପାରେ। ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ସୁଖ ରହିଥାଏ ଏବଂ ଟଙ୍କା ଅଭାବ…

ଶନିବାର ଦିନ ରାଶି ଅନୁଯାୟୀ ଜପ କରନ୍ତୁ ଏହି ମନ୍ତ୍ର, ଶନିଦେବଙ୍କ କୋପରୁ ପାଇବେ ମୁକ୍ତି

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ। ଏହି ଦିନ ବିଧି ବିଧାନ ଅନୁସାରେ ଶନିଦେବଙ୍କୁ ପୂଜା ଉଚିତ୍। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ପାପୀ ଏବଂ ନିଷ୍ଠୁର ଗ୍ରହ କୁହାଯାଇଛି। କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ…

ସୁପରଫୁଡ ହୋଇଥାଏ ଅଣ୍ଡା, କିନ୍ତୁ ଏହା ସହିତ ଏହି ଖାଦ୍ୟର ସେବନ ହୋଇପାରେ ସମସ୍ୟା

ପ୍ରାୟତଃ ଲୋକମାନେ ଶରୀରରେ ଉତ୍ତମ ପ୍ରୋଟିନ୍ ପାଇଁ ଜଳଖିଆରେ ଅଣ୍ଡା ଖାଇଥା’ନ୍ତି । ପ୍ରୋଟିନ୍ ବ୍ୟତୀତ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଅଣ୍ଡାରେ ପ୍ରଚୁର ପରିମାଣରେ ମିଳିଥାଏ ଏବଂ କାର୍ବୋହାଇଡ୍ରେଟ୍ ଏଥିରେ ଅଳ୍ପ ପରିମାଣରେ ରହିଥାଏ । ଅଧିକାଂଶ ଲୋକ ସେମାନଙ୍କର ଓଜନ ବିଷୟରେ ସଚେତନ,…

କନ୍ୟା ରାଶିରେ ଆଗମନ କରିବେ ବୁଧ : ଚମକିଯିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ, ମିଳିବ ଆର୍ଥିକ ଉନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ଏବଂ ମିତ୍ରର କାରକ ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ଏବଂ ଶୁକ୍ର ବୁଧର ବନ୍ଧୁ ହୋଇଥିବାବେଳେ ଚନ୍ଦ୍ର ଏବଂ ମଙ୍ଗଳ ଏହାର ଶତ୍ରୁ ଗ୍ରହ ଅଟନ୍ତି | ମିଥୁନ ଏବଂ କନ୍ୟା ରାଶିର ପ୍ରଭୁ ହେଉଛନ୍ତି ବୁଧ। ବୁଧ ଗ୍ରହ କନ୍ୟା…