ଜାଣନ୍ତୁ ଘରେ କେଉଁ ସ୍ଥାନରେ ଗଣେଶଙ୍କ କିଭଳି ପ୍ରତିମା ସ୍ଥାପନ କଲେ ମିଳିଥାଏ ଶୁଭଫଳ
ଅନେକ ସମୟରେ ଘରେ କଳହ ତଥା ଅଶାନ୍ତି ଦେଖା ଦେଇଥାଏ। ପରସ୍ପର ମଧ୍ୟରେ କଳି ଝଗଡା ଲାଗି ରହିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହା ବାସ୍ତୁ ଦୋଷରୁ ହୋଇଥାଏ ବୋଲି କେହି କେହି ଚିନ୍ତା କରିଥାନ୍ତି।
ଜ୍ୟୋର୍ତିବିଦଙ୍କ ମତ ଅନୁସାରେ ଗଣେଶ ଭଗବାନଙ୍କୁ ଘରେ ସ୍ଥାପନା କରି ପୂଜା କରିବା…