କ୍ଷୀର ସହିତ ଏହିସବୁ ଜିନିଷର ସେବନ ଆଣିପାରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା, ରୁହନ୍ତୁ ସାବଧାନ
ପୃଷ୍ଟିକର ଖାଦ୍ୟ ଏବଂ ସ୍ୱାଦ ପାଇଁ ଆମେ ପ୍ରାୟତ ଦୁଇଟି ବା ଦୁଇଟିରୁ ଅଧୀକ ଖାଦ୍ୟ ମିଶାଇ ଖାଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟକୁ ଏକାଠି ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଖରାପ ଖାଦ୍ୟ ମିଶ୍ରଣରେ ପେଟ ଫୁଲିବା, ଯନ୍ତ୍ରଣା ହେବା, ଥକାପଣ,…