ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଇବା ମଧ୍ୟ ହୋଇପାରେ ସମସ୍ୟାର କାରଣ
ଖରାଦିନେ ସାଧାରଣତଃ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ। ଅଧିକାଂଶ ଲୋକେ ଏହାକୁ ପିଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ ବି-୬ ଭଳି ଅନେକ ପୋଷକ…