ଆରମ୍ଭ ହୋଇଯାଇଛି ନବରାତ୍ରୀ: ଏହି ସମୟରେ ଏହି ସବୁ ଦିଗ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ
ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ନବରାତ୍ର ବ୍ରତରେ ମାତା ଦୁର୍ଗାଙ୍କୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପୂଜା କରାଯାଇଥାଏ। ଏହି ନଅ ଦିନ ମା’ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହି ୯ ଦିନ ମଧ୍ୟରେ ଘରୁ ଏବଂ ଜୀବନରୁ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ସୃଷ୍ଟି କରାଯାଇ…