ଘର ସହ ଜଡ଼ିତ ଏହି ଜିନିଷଗୁଡ଼ିକ ପ୍ରତି ରଖନ୍ତୁ ଯଥେଷ୍ଟ ଧ୍ୟାନ: ଘରେ ବଜାୟ ରହିବ ସୁଖ ସମୃଦ୍ଧି
ଘରର ପ୍ରତ୍ୟେକ ଛୋଟ ଜିନିଷର ନିଜର ଏକ ବିଶେଷ ମହତ୍ତ୍ୱ ସହ ଗୃହ ପାଇଁ ଯୋଗଦାନ ମଧ୍ୟ ରହିଛି। ଏହି ସମସ୍ତ ଘରୋଇ ଜିନିଷ ଗୃହରେ ସମ୍ପନ୍ନତା ଓ ସମୃଦ୍ଧି ବୃଦ୍ଧି କରିଥାଏ। ମାତ୍ର ଘରେ ଥିବା ସେହି ସମସ୍ତ ଦ୍ରବ୍ୟର ଜୀବନ ଉପରେ କି ପ୍ରଭାବ ପକାଏ ଓ କି ଲାଭ ପ୍ରଦାନ କରିଥାଏ ଜାଣନ୍ତୁ ….
ଛୁରୀ…