କ୍ୟାଟ୍ରିନା କୈଫ ଓ ବିକି କୌଶଲଙ୍କ ବିବାହ ପାଇଁ ‘ଟାଇଗର ୩’ ର ଶୁଟିଂ ଘୁଞ୍ଚାଇଲେ ସଲମାନ ଖାନ
କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହ ଖବର ମଧ୍ୟରେ ସଲମାନ ଖାନ ତାଙ୍କ ଫିଲ୍ମ ‘ଟାଇଗର ୩’ ’ସୁଟିଂ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ବିକିଙ୍କ ବିବାହକୁ ଦୃଷ୍ଟିରେ ରଖି ନଭେମ୍ବରରେ ଆରମ୍ଭ ହେବାକୁ ଥିବା ଫିଲ୍ମର ନୂତନ…