ଟାଟା ଷ୍ଟିଲ୍ କପିଳାସ ହାଫ୍‌-ମାରାଥନ୍ ଆଣିଦେବ ଏକ ବିଶ୍ଵସ୍ତରୀୟ ଅନୁଭୂତି

ମେରାମଣ୍ଡଳୀ, ୨୮/୧୧/୨୦୨୪  : ଅଶୋକ ଦଣ୍ଡସେନାଙ୍କ କାହାଣୀ ହେଉଛି ଧୈର୍ଯ୍ୟ, ସାହସ ଓ ସଂକଳ୍ପର କାହାଣୀ। ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍‌ର ପ୍ରଥମ ସଂସ୍କରଣରେ ୧୦ କିଲୋମିଟର ବର୍ଗର ବିଜେତା ଅଶୋକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।…

ଟିସିଏସ୍ ପକ୍ଷରୁ ଆଡ୍‌ଭାନ୍ସଡ୍ ରିସର୍ଚ୍ଚ ସେଂଟର ଫର ଇନୋଭେସନ୍ ଇନ୍ ଡିଜିଟାଲ୍ ହେଲ୍‌ଥ, ରୋବୋଟିକ୍ସ ଆଣ୍ଡ୍…

ଭୁବନେଶ୍ୱର: ଅଗ୍ରଣୀ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ପକ୍ଷରୁ ଆଇଆଇଟି ଖଡ଼ଗପୁର ସହଯୋଗିତାରେ ଆଡ୍‌ଭାନ୍ସଡ୍ ରିସର୍ଚ୍ଚ ସେଂଟର ସ୍ଥାପନ କରାଯାଇଛି ଯାହା ଏଜ୍ କମ୍ପ୍ୟୁଟିଂ, ଏମ୍ବେଡେଡ୍ ସିଷ୍ଟମ୍‌ସ ଓ ଏଆଇକୁ ବ୍ୟବହାର କରି ଡିଜିଟାଲ୍ ହେଲ୍‌ଥ, ରୋବୋଟିକ୍ସ ଓ…

ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ଆପ୍ ଡାଉନ୍‌ଲୋଡ୍ ୧ ନିୟୁତ ମାଇଲଖୁଂଟ ଟପିଲା

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଘୋଷଣା କରାଯାଇଛି, ଯେ ଏହାର ଗ୍ରାହକମାନଙ୍କ ଦ୍ୱାରା ଆପ୍ ଡାଉନ୍‌ଲୋଡ୍ ୧ ନିୟୁତରୁ ଅଧିକ ହୋଇଛି। ଏହା ଟାଟା ଏଆଇଏ ଗ୍ରାହକମାନଙ୍କ ଡିଜିଟାଲ୍ ସମାଧାନ ଉପରେ ବିଶ୍ୱାସ ଓ ନିର୍ଭରଶୀଳତାକୁ…

ମହିନ୍ଦ୍ରା ପକ୍ଷରୁ ୧୮.୯୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବିଇ ୬ଇ ଓ ୨୧.୯୦ ଲକ୍ଷ ଟଙ୍କାରେ ଏକ୍ସଇଭି ୯ଇ…

ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଦୁଇ ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ବିଇ ୬ଇ ଓ ଏକ୍ସଇଭି ୯ଇକୁ ଉନ୍ମୋଚନ କରାଯାଇଛି। ବୈପ୍ଳବିକ ଇଲେକ୍ଟ୍ରିକ୍ ଅରିଜିନ୍ ଢାଂଚା ଇଙ୍ଗଲୋରେ ଆଧାରିତ ଓ ଏମ୍‌ଏଆଇଏର ଶକ୍ତି ସହ ସେଗୁଡ଼ିକୁ ଗଠନ କରାଯାଇଛି। ଏକ ଗ୍ଲୋବାଲ୍…

ସମ୍ବଲପୁରରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ସମ୍ବଲପୁରରେ ନୂଆ ସୋ’ରୁମର ଶୁଭାରମ୍ଭ କରାଯିବା ସହ କମ୍ପାନି ଏହି ସହରରେ ପ୍ରବେଶ କରିଛି। ବଲିଉଡ ତାରକା ସୋନାକ୍ଷୀ ସିହ୍ନା ଏହି ସୋ’ରୁମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ…

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଝାରସୁଗୁଡ଼ାରେ ନୂଆ ସୋ’ରୁମ୍ ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସୁଦୃଢ଼ୀକରଣ

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଶୁଭାରମ୍ଭ ସହ କଲ୍ୟାଣ ଜୁଏଲର୍ସ ଝାରସୁଗୁଡ଼ା ସହରରେ ପ୍ରବେଶ କରିଥିବା ବେଳେ ଏହାର ଲାଇଫ୍‌ଷ୍ଟାଇଲ୍ ଗହଣା…

ସୁରକ୍ଷା ଡାଏଗ୍ନୋଷ୍ଟିକ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ନଭେମ୍ବର ୨୯ରେ ଖୋଲିବ

ଭୁବନେଶ୍ୱର: ସୁରକ୍ଷା ଡାଏଗ୍ନୋଷ୍ଟିକ୍ ଲିମିଟେଡ୍ ଏହାର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ)କୁ ୨୦୨୪ ନଭେମ୍ବର ୨୯ ଶୁକ୍ରବାର ଖୋଲିବାକୁ ପ୍ରସ୍ତାବ ରଖିଛି। ଆଙ୍କର ନିବେଶକମାନେ ବିଡ୍ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୪ ନଭେମ୍ବର ୨୮ ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ ଏବଂ…

ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଦକ୍ଷତା ବିକାଶରେ ଅଗ୍ରଣୀ

ଭୁବନେଶ୍ୱର: ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଏଫଆଇଏଲ) ପକ୍ଷରୁ ସିଏସ୍‌ଆର୍ ସହଯୋଗୀ ମୁକୁଲ ମାଧବ ଫାଉଣ୍ଡେସନ୍ (ଏମ୍‌ଏମଏଫ) ଏବଂ ଆକ୍ସନ ଏଡର ମିଳିତ ସହଯୋଗରେ ଆଇଟିଆଇ ପଟ୍ଟାମୁଣ୍ଡାଇଠାରେ ପାଣି ପାଇପ (ପ୍ଲମ୍ବିଂ)ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି ଯେଉଁଥିରେ ୪୭ ଜଣ…

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାରେ ୨ ସୋ’ରୁମ୍ ଶୁଭାରମ୍ଭ ଘୋଷଣା

 ନଭେମ୍ବର ୩୦ (ଶନିବାର) ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଉଦ୍‌ଘାଟନ କରିବେ  ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍ ସୋ’ରୁମ୍ ଅପରାହ୍ନ ୩ଟା ୩୦ ମିନିଟ୍ ଓ ଝାରସୁଗୁଡ଼ାର ସରବାହାଲ ରୋଡ୍ ସୋ’ରୁମ୍‌କୁ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଶୁଭାରମ୍ଭ କରାଯିବ  ଗହଣା କ୍ରୟରେ ଗ୍ରାହକମାନଙ୍କ ଲାଗି…

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ ସହ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆକ୍ଟିଭା ଇ ଓ କ୍ୟୁସି୧ର ଉନ୍ମୋଚନ ସହ କମ୍ପାନି ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ପ୍ରବେଶ କରିଛି। ଆକ୍ଟିଭା ବ୍ରାଣ୍ଡ୍‌କୁ ସମ୍ପୂର୍ଣ୍ଣ ନୂଆ ଇଲେକ୍ଟ୍ରିକ୍ ଅବତାରରେ ଆଣିବା ଏବଂ କ୍ୟୁସିଆଇ୧ର…