ଜିପି ହିନ୍ଦୁଜାଙ୍କ ସ୍ମୃତି ସଭା ଆୟୋଜିତ; ହିନ୍ଦୁଜା ପରିବାର ଓ ବହୁ ବନ୍ଧୁବର୍ଗ ସାମିଲ

ଭୁବନେଶ୍ବର: ହିନ୍ଦୁଜା ଗ୍ରୁପର ଦିବଂଗତ ଅଧ୍ୟକ୍ଷ ଗୋପୀଚାନ୍ଦ ପି. ହିନ୍ଦୁଜାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ମୁମ୍ବାଇରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଭାରତୀୟ ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର ନେତା, କୂଟନୈତିକ ଦଳର ସଦସ୍ୟ ଏବଂ…

ଏସବିଆଇ ପକ୍ଷରୁ ୟୋନୋ ୨.୦ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୟୋନୋ ୨.୦କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଉଭୟ ମୋବାଇଲ୍ ଓ ନେଟ୍ ବ୍ୟାଙ୍କିଙ୍ଗର ମିଶ୍ରଣରେ ଉନ୍ନତ ଡିଜିଟାଲ ଭର୍ସନ ରହିଛି। ୟୋନୋର ଆଠ ବର୍ଷର ଯାତ୍ରାକୁ ପାଳନ କରୁଥିବା ଏହି ଅତ୍ୟାଧୁନିକ ପ୍ଲାଟଫର୍ମରେ…

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଓଭିଏଲ୍ ଓଭରସିଜ୍ ଆଇଏଫଏସସି ଲିମିଟେଡ୍‌କୁ ୫୦୦ ନିୟୁତ ଆମେରିକୀୟ ଡଲାରର ୫-ବର୍ଷର…

ଭୁବନେଶ୍ୱର : ଦେଶର ଅଗ୍ରଣୀ ବ୍ୟଙ୍କ୍‌, ବ୍ୟାଙ୍କ୍ ଅଫ୍ ବରୋଦା (ବିଓବି), ଓଏନଜିସି ବିଦେଶ ଲିମିଟେଡ୍ (ଓଭିଏଲ୍‌) ର ଏକ ଗିଫ୍ଟ ସିଟି ପଞ୍ଜିକୃତ ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଓଭିଏଲ୍ ଓଭରସିଜ୍ ଆଇଏଫ୍‌ଏସସି ଲିମିଟେଡ୍ (ଓଓଆଇଏଲ୍‌) କୁ ୫୦୦ ନିୟୁତ ଆମେରିକୀୟ ଡଲାରର ୫-ବର୍ଷର ବୈଦେଶିକ…

କ୍ରୋମାର କ୍ରୋମଟାଷ୍ଟିକ୍ ଡିସେମ୍ବର ଅଫର୍‌ରେ ସ୍ମାର୍ଟଫୋନ୍‌ରୁ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଦାମ୍ ୧୪,୯୯୦ ଟଙ୍କାରୁ…

ଭୁବନେଶ୍ୱର: ଭୋରତର ବିଶ୍ୱସନୀୟ ଓମନିଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ନୂଆବର୍ଷ ଉପଲକ୍ଷେ କ୍ରୋମଟାଷ୍ଟିକ୍ ଡିସେମ୍ବର ସେଲ୍ ଘୋଷଣା କରାଯାଇଛି। ଏହା ହେଉଛି ଏକ ବର୍ଷ ଶେଷ ସେଲ୍ କାର୍ଯ୍ୟକ୍ରମ ଯାହା ୨୦୨୬ରେ ନିଜ ଜୀବନଶୈଳୀକୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା…

ଓଡ଼ିଶାର ଉଦୀୟମାନ ଉଦ୍ଭାବକ କୋମଲ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ ରେ କାଂସ୍ୟ ଜିତିଲେ

ଭୁବନେଶ୍ୱର/ରାଉରକେଲା: ରାଉରକେଲାର ଜଣେ ପ୍ରତିଭାବାନ ଯୁବ ଉଦ୍ଭାବକ କୋମଲ ପ୍ରତିଷ୍ଠିତ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ ରେ ଶିଳ୍ପ ଡିଜାଇନ୍ ପ୍ରଯୁକ୍ତିବିଦ୍ୟାରେ କାଂସ୍ୟ ପଦକ ଜିତି ବିଶ୍ୱ ଦକ୍ଷତା ମାନଚିତ୍ରରେ ଏକ ଗର୍ବର ସଫଳତା ହାସଲ କରିଛନ୍ତି। ତାଙ୍କର ବିଜୟ କେବଳ ଡିଜାଇନ୍‌-ନେତୃତ୍ୱାଧୀନ…

ଅତିରିକ୍ତ ସିକ୍ୟୁରିଟି ଜମା (ଏଏସ୍‌ଡି) ଆଡଜଷ୍ଟମେଂଟ୍ /ଦାବି ହେଉଛି ବିଦ୍ୟୁତ ନିୟମ ୨୦୨୩ ଓ ଓଇଆରସି ନିୟମ ଅଧୀନରେ…

ଭୁବନେଶ୍ୱର: ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍‌ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ…

*ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପରିଚାଳନା ଓ ଯୋଗାଣ ଶୃଙ୍ଖଳ ପରିଚାଳନା ଉପରେ ପିଓଏମ୍‌ଏସ୍ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ…

ସମ୍ବଲପୁର: ଭାରତର ଅନ୍ୟତମ ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରିତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରଡକ୍ସନ୍ ଆଣ୍ଡ୍ ଅପରେସନ୍ସ ମ୍ୟାନେଜମେଂଟ୍ ସୋସାଇଟି (ପିଓଏମ୍‌ଏସ୍‌) ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପିଓଏମ୍‌ଏସ୍ ଇଣ୍ଡିଆ ଚାପ୍ଟର ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି…

ନୂତନ ଉପେଭାକ୍ତାମାନଙ୍କୁ ଡିଜିଟାଲ୍ ପେମଣ୍ଟେର ସାମିଲ କରିବା ପାଇଁ ଭୀମ୍ ପକ୍ଷରୁ ‘ଗର୍ଭ ସେ ସ୍ୱେଦଶୀ’ ଅଭିଯାନ

- ନୂତନ ଉପେଭାକ୍ତାମାନଙ୍କ ପାଇଁ ୨୦ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର େଯେକøଣସି କାରବାରେର ୨୦ ଟଙ୍କା କ୍ୟାସବ୍ୟାକ୍ ଅଫର୍ ଘୋଷଣା କରିଛି ଭୁବେନଶ୍ୱର : ଏନପିସିଆଇ ଭୀମ୍ ସର୍ଭେିସସ୍ ଲିମେିଟଡ୍ (ଏନବିଏସ୍‌ଏଲ୍‌) ଦ୍ୱାରା ବିକଶିତ ଘେରାଇ ଡିଜିଟାଲ୍ ପେମଣ୍ଟ ପ୍ଲାଟଫର୍ମ ଭୀମ୍…

ଅକ୍ଷୟ କୁମାରଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ସହିତ କଲ୍ୟାଣ ଜୁଏଲର୍ସ ଭୁବନେଶ୍ୱର ଏବଂ କଟକରେ ଉପସ୍ଥିତି ବିସ୍ତାର

ଭୁବନେଶ୍ୱର/କଟକ: ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର କମ୍ପାନୀ ମଧ୍ୟରୁ ଗୋଟିଏ, କଲ୍ୟାଣ ଜୁଏଲର୍ସ, ଆଜି ଓଡ଼ିଶାର ଭୁବନେଶ୍ୱର ଏବଂ କଟକରେ ଏହାର ସମ୍ପୂର୍ଣ୍ଣ ନୂତନ ଶୋ’ରୁମ୍ ଆରମ୍ଭ କରିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏହି ଶୋ’ରୁମ୍ ଉଦଘାଟନ କରିଛନ୍ତି, ଯାହାର ଲକ୍ଷ୍ୟ ଏହି…

ରୁଙ୍ଗଟା ଷ୍ଟିଲ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ନେଇ ନୂତନ ଟିଭିସି ଲଞ୍ଚ କରିଛି

ଭୁବନେଶ୍ୱର : ଭାରତର ପ୍ରମୁଖ ଇସ୍ପାତ ଏବଂ ସମନ୍ୱିତ ଟିଏମ୍ଟି ବାର୍ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ, ରୁଙ୍ଗଟା ଷ୍ଟିଲ୍‌, ଏହାର ନୂତନ ଟେଲିଭିଜନ ବିଜ୍ଞାପନ (ଟିଭିସି) ଲଞ୍ଚ କରିଛି, ଯେଉଁଥିରେ ବଲିଉଡ୍ ଆଇକନ୍ ଶାହରୁଖ ଖାନ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ଏକ ବିଜ୍ଞାପନ ଫିଲ୍ମରେ…