ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ “ଚିତ୍ରାଙ୍ଗୀ”ର ଶୁଭାରମ୍ଭ; ପୂର୍ବ ଭାରତର ଅସୀମ କାରିଗରୀ ପ୍ରତି ଏକ…

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଗହଣା ରିଟେଲର୍ ଓ ବ୍ରାଣ୍ଡ୍ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ପୂର୍ବ ଭାରତର ସାଂସ୍କୃତିକ କଳାକୃତିରୁ ଅନୁପ୍ରାଣିତ ଏକ କଲେକ୍ସନ। ପଶ୍ଚିମବଙ୍ଗ ଓ ଓଡ଼ିଶାର ସାଂସ୍କୃତିକ ଭାଷା ପ୍ରତି ଏକ ଗଭୀର ସମ୍ମାନ ହେଉଛି ଚିତ୍ରାଙ୍ଗୀ ଯାହ ଜୀବନର କବିତାକୁ ନେଇ…

୨୦୨୬ର ପରିବର୍ତ୍ତନ: “ସମ୍ପୂର୍ଣ୍ଣ ଦେହ”ମୁଖ ସ୍ୱାସ୍ଥ୍ୟକୁ ପୁନଃ ସଜାଡ଼ିବା ପାଇଁ ଡା. ସୋନିଆ ଦତ୍ତାଙ୍କ ଆହ୍ୱାନ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଦନ୍ତ ଚିକିତ୍ସା ବିଜ୍ଞାନର ପ୍ରଫେସର ଡା. ସୋନିଆ ଦତ୍ତା (MDS, PhD)ଙ୍କ ମତାନୁସାରେ, ବିଶ୍ୱ ୨୦୨୬କୁ ପ୍ରବେଶ କରୁଥିବା ସମୟରେ ନୂଆ ବର୍ଷର ପାରମ୍ପରିକ ସଙ୍କଳ୍ପ—ଜିମ୍ ସଦସ୍ୟତା ଓ କଡ଼ା ଖାଦ୍ୟ ନିୟମ —ସହ ଏକ ଅପେକ୍ଷାକୃତ ନୂତନ ଧାରଣା ଯୋଗ ହେଉଛି: ମୁଖ

ଏମ୍‌ଏସ୍‌ଡିଇ ପକ୍ଷରୁ ଗୁଗଲ ଓ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ସହ ଏଆଇ ସହଯୋଗିତା

ଭୁବନେଶ୍ୱର: ଭାରତରତ୍ନ ଚୌଧୁରୀ ଚରଣ ସିଂହଙ୍କ ୧୨୩ତମ ଜୟନ୍ତୀରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ପକ୍ଷରୁ ଗୁଗଲ ଓ ମିରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ସହ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଘୋଷଣା କରାଯାଇଛି। ତାଙ୍କ ଅନ୍ତର୍ଭୁକ୍ତୀକରଣ ବିକାଶ ଦୂରଦୃଷ୍ଟି ପ୍ରତି…

ଭାରତ ହେଉଛି ପ୍ରିମିୟମ୍ ଓ ସ୍ୱାସ୍ଥ୍ୟ ସଚେତନ: କ୍ରୋମା

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ବିଶ୍ୱାସନୀୟ ଓମନିଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବର୍ଷ ଶେଷ ଗ୍ରାହକ ଟ୍ରେଣ୍ଡ୍ ୨୦୨୫ ରିପୋର୍ଟ ଉନ୍ମୋଚନ କରାଯାଇଛି। କ୍ରୋମାର ଥିବା ଦେଶବ୍ୟାପୀ ବ୍ୟାପକ ପ୍ଲାଟଫର୍ମରେ ଭାରତୀୟ ଗ୍ରାହକମାନେ କିଭଳି ମଲ୍‌ଟି ବ୍ରାଣ୍ଡ୍…

ଆଦିତ୍ୟ ବିର୍ଲା ସନ୍ ଲାଇଫ୍ ଇନସ୍ୟୁରାନ୍ସ ଭିଜନ୍ ରିଟାୟାରମେଣ୍ଟ ସଲ୍ୟୁସନର ଶୁଭାରମ୍ଭ

-ଏକ ଅନନ୍ୟ ଅବସର ସମାଧାନ ଯାହା ଜୀବନ ପାଇଁ ଗ୍ୟାରେଣ୍ଟି ଆୟ ଏବଂ ବଜାର-ସଂଯୁକ୍ତ ଆୟ ପ୍ରଦାନ କରୁଛି ଭୁବନେଶ୍ୱର : ଭାରତରେ ଏକ ଅଗ୍ରଣୀ ବିବିଧ ଆର୍ôଥକ ସେବା କମ୍ପାନୀ, ଆଦିତ୍ୟ ବିର୍ଲା କ୍ୟାପିଟାଲର ଜୀବନ ବୀମା ସହାୟକ କମ୍ପାନୀ, ଆଦିତ୍ୟ ବିର୍ଲା ସନ୍ ଲାଇଫ୍ ଇନସ୍ୟୁରାନ୍ସ…

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ପାଇଁ ‘ଡିଜିଟାଲ୍ ମର୍ଚ୍ଚାଣ୍ଟ କ୍ୟାସ୍ ଆଡଭାନ୍ସ ଲୋନ୍’ ଶୁଭାରମ୍ଭ

ଭୁବନେଶ୍ବର: ଭାରତର ପ୍ରମୁଖ ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଗୋଟିଏ, ଆକ୍ସିସ୍ ବ୍ୟାଙ୍କ, ଡିଜିଟାଲ୍ ମର୍ଚ୍ଚାଣ୍ଟ କ୍ୟାସ୍ ଆଡଭାନ୍ସ ଲୋନ୍ ସୁବିଧା ଶୁଭାରମ୍ଭ ଘୋଷଣା କରିଛି, ଏହା ଏକ ଶିଳ୍ପ-ପ୍ରଥମ, ନଗଦ-ପ୍ରବାହ-ଆଧାରିତ ଋଣ ସମାଧାନ ଯାହା ବିଶେଷକରି ସମଗ୍ର ଭାରତରେ…

ଟାଟା ଏଆଇଏ ପକ୍ଷରୁ ‘ମଲ୍ଟିକ୍ୟାପ୍ ଅପର୍ଚ୍ୟୁନିଟି ଫଣ୍ଡ୍‌’ ଶୁଭାରମ୍ଭ

-ଲାଇଫ୍ କଭର ସହିତ ବଜାର-ସଂଯୁକ୍ତ ଅଭିବୃଦ୍ଧି ଲାଭ ପ୍ରଦାନ କରିବ ଭୁବନେଶ୍ୱର : ଆଜିର ବିଶ୍ୱ ଅନିଶ୍ଚିତତା ତଥା କ୍ଷେତ୍ରଗତ ଉତ୍ଥାନର ଯୁଗରେ, ନିବେଶକମାନଙ୍କ ପାଇଁ ସୁରକ୍ଷା ଓ ରିଟର୍ଣ୍ଣକୁ ସନ୍ତୁଳିତ କରୁଥିବା ରଣନୀତି ଗ୍ରହଣ କରିବା ଜରୁରୀ ହୋଇପଡିଛି। ଏହି ଜଟିଳ ଆର୍ôଥକ ଦୃଶ୍ୟପଟକୁ…

କଳିଙ୍ଗନଗରରେ ସ୍ଥାୟୀ ଜଳ ସମ୍ପଦ ନେଇ ପଦକ୍ଷେପ ୫ ବର୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ୨୪୩ଟି ନୂଆ ପୋଖରୀ…

ଜଳ ଆମର ଏକ ମୌଳିକ ଉତ୍ସ । ଅନେକ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୁଏ ଓ ଏହାର ଅଭାବରେ ଅନେକ କାର୍ଯ୍ୟକଳାପ ବନ୍ଦ ହୋଇଯାଏ । ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି ଜଳ ପାଇଁ କିଛି ସମସ୍ୟା ର ସମ୍ମୁଖିନ ନହେବେ ସେଥିପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲ୍…

ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍ ସବୁଜ ପୃଥିବୀ ପାଇଁ ଭୁବନେଶ୍ୱରରେ ଏକାଠି ହେଲେ ୪,୦୦୦ରୁ ଅଧିକ ଲୋକ

ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ‘ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଜଳବାୟୁ ଦାୟିତ୍ୱବୋଧ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪,୦୦୦ରୁ ଅଧିକ ପ୍ରତିଯୋଗୀ ୫ କିଲୋମିଟର,…

ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ପକ୍ଷରୁ ତୃଣମୂଳ ସ୍ତରରେ ହକିକୁ ସୁଦୃଢ଼ କରିବାକୁ ଗୋଲକିପିଂ…

ଭୁବନେଶ୍ୱର, 21/12/2025: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ତୃଣମୂଳସ୍ତରୀୟ ବାଳକ ଓ ବାଳିକାଙ୍କ ପାଇଁ ଏକ ବିଶେଷ ହକି ଗୋଲକିପିଂ ୱାର୍କସପ ସଫଳତାର ସହିତ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ହକି…