ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵ ଦୂର କରୁଛି ଟିପିଏନଓଡ଼ିଏଲ ଗ୍ରାହକ ସେବା କେନ୍ଦ୍ର

ବାଲେଶ୍ଵର, ୯ / ୯ : ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରେ ସେବା ସମ୍ପର୍କିତ କୌଣସି ଦ୍ଵନ୍ଦ୍ଵ ଥିଲେ ଏହାକୁ ଦୂର କରିବା ପାଇଁ ଟିପିଏନଓଡ଼ିଏଲ ସର୍ବଦା ଗୁରୁତ୍ଵ ଦେଇ ଆସିଛି । ବିଶେଷତଃ ଉପଭୋକ୍ତାଙ୍କ ମଧ୍ୟରେ ସ୍ମାର୍ଟ ମିଟରକୁ ନେଇ ଥିବା ଦ୍ଵନ୍ଦ୍ଵ ଦୂର…

ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ…

ଭୁବନେଶ୍ୱର: ଦୁଇଚକିଆ ଏବଂ ତିନି-ଚକ ଯାନର ଏକ ବିଶ୍ୱସ୍ତରୀୟ ଲିଡର ଟିଭିଏସ୍ ମୋଟର୍ କମ୍ପାନି (ଟିଭିଏସଏମ) ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଉନ୍ମୋଚନ ଘୋଷଣା କରିଛି। ୧୪୯.୭ ସିସିର ରେସ୍ ଆଧାରିତ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ଷ୍ଟିଲଥ ଏୟାରକ୍ରାଫ୍ଟ୍…

ୟୁରୋକିଡସ ପକ୍ଷରୁ ହାର୍ଭାର୍ଡ ଅନୁପ୍ରାଣିତ ‘ହ୍ୟୁରେକା’ ପାଠ୍ୟକ୍ରମର ଶୁଭାରମ୍ଭ ସହ ଭୁବନେଶ୍ୱରରେ ମହତ୍ୱକାଂକ୍ଷୀ…

ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରି-ସ୍କୁଲ ବିଶେଷଜ୍ଞ ୟୁରୋକିଡସ୍ ଏହାର ୮ମ ସଂସ୍କରଣର ପାଠ୍ୟକ୍ରମ “ହ୍ୟୁରେକା - ଭିଜିବଲ ଥିକିଂ କରିକୁଲମ” ଉନ୍ମୋଚନ କରିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ‘ପ୍ରୋଜେକ୍ଟ ଜିରୋ’ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର ସର୍ବାଙ୍ଗୀନ ବିକାଶର ଲକ୍ଷ୍ୟ ଅନୁଯାୟୀ…

ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ଆଣିଛନ୍ତି ଗ୍ରାହକ କୈନ୍ଦ୍ରୀକ ଶକ୍ତି

ଭୁବନେଶ୍ୱର: ଦ୍ରୁତ ଗତିରେ ରୂପାନ୍ତରିତ ହୋଇଥିବା ଓଡିଶାରେ ବିଦ୍ୟୁତ୍ ଆଉ କେବଳ ଏକ ଉପଯୋଗିତା ନୁହେଁ, ଏହା ହେଉଛି ଏକ ସେବା ଅନୁଭୂତି। ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମ୍ ଯଥା ଟିପିସିଓଡିଏଲ, ଟିପିଏସଓଡିଏଲ, ଟିପିଏନଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲର ନେତୃତ୍ୱ ଅଧୀନରେ ରାଜ୍ୟରେ…

ଦେବ ଆସେଲରେଟର ଲିମିଟେଡର ଆଇପିଓ ୨୦୨୫ ସେପ୍ଟେମ୍ବର ୧୦ରେ ଖୋଲିବ

ଭୁବନେଶ୍ୱର: ଦେବ ଆସେଲରେଟର ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୧୦ରେ ବୁଧବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୯, ମଙ୍ଗଳବାରରେ ବିଡ୍ ଦାଖଲ କରିପାରିବେ । ୨୦୨୫ ସେପ୍ଟେମ୍ବର ୧୨ ଶୁକ୍ରବାର ଦିନ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମଗୁଡ଼ିକ ପକ୍ଷରୁ ଅଟୋମେସନ୍ ଓ ପ୍ରଯୁକ୍ତି ସହ ବିଦ୍ୟୁତ୍ ବିତରଣ ନେଟ୍‌ୱର୍କର…

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ଅଟୋମେସନ୍‌, ସ୍ମାର୍ଟ ଡିଭାଇସ୍ ଓ ଡିଜିଟାଲ୍ ଟୁଲ୍‌କୁ ସମନ୍ୱିତ କରି ବିଦ୍ୟୁତ ବିତରଣରେ ପ୍ରଯୁକ୍ତି ଆଧାରିତ ନବସୃଜନକୁ ଆଗକୁ ବଢ଼ାଉଛି। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଦ୍ରୁତ ତ୍ରୁଟି ଚିହ୍ନଟ, ପ୍ରତିଷେକ୍ଷମୂଳକ ରକ୍ଷଣାବେକ୍ଷଣ…

ଟିପିସିଓଡିଏଲ୍ ପକ୍ଷରୁ ପୁରୀରେ ଏପିଏସ୍‌ସିସିର ଉଦ୍‌ଘାଟନ ସହ ବିଦ୍ୟୁତ୍ ବ୍ୟବସ୍ଥାର ସୁଦୃଢ଼ୀକରଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ରାଜ୍ୟର ବିଦ୍ୟୁତ୍ ବଂଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପୁରୀର ତାଳବଣିଆଠାରେ ନୂଆ ଏରିଆ ପାୱାର…

ଅପର୍ଣ୍ଣା ୟୁନିସ୍ପେସ ପକ୍ଷରୁ ହାଇଦ୍ରାବାଦରେ ୟୁନିସ୍ପେସ ମେଗା ଷ୍ଟୋରର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କୋଠା ଉପରକଣ ନିର୍ମାତା ଅପର୍ଣ୍ଣା ଏଂଟରପ୍ରାଇଜେସ୍ ଲିମିଟେଡ୍ (ଏଇଏଲ) ହାଇଦ୍ରାବାଦର ମିୟାପୁରରେ ୟୁନିସ୍ପେସ୍ ମେଗା ଷ୍ଟୋର ଉନ୍ମୋଚନ କରିଛି। ଏହା ଏସିଆର ବୃହତମ ଅନୁଭବଧର୍ମୀ ହୋମ୍ ଡିଜାଇନ୍ ଏବଂ ବିଲ୍ଡିଂ ସମାଧାନ। ଦୁଇ ମହଲା ବିଶିଷ୍ଟ ୧୦୫,୦୦୦…

ଟିଭିଏସ୍ ଆପାଚିର ୨୦ ବର୍ଷ ପୂର୍ତି ଅବସରରେ ଲିମିଟେଡ୍ ଏଡିସନ୍ ଓ ପ୍ରିମିୟମ୍ ଅପ୍‌ଗ୍ରେଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହାର ଆଇକନିକ୍ ମୋଟରସାଇକଲ୍ ଟିଭିଏସ୍ ଆପାଚିର ୨୦ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଆପାଚୀର ବିଭିନ୍ନ ମଡେଲ୍ ଯଥା ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦, ୧୮୦, ୨୦୦ ଏବଂ ଟିଭିଏସ୍…

ଓଡ଼ିଶା ସରକାରଙ୍କ ପକ୍ଷରୁ ପରବର୍ତୀ ପିଢ଼ିର ଏଆଇ ସକ୍ଷମ ସମନ୍ୱିତ ଆର୍ôଥକ ପରିଚାଳନା ବ୍ୟବସ୍ଥା ଗଠନ ପାଇଁ ଟିସିଏସକୁ ଚୟନ

ଭୁବନେଶ୍ୱର: ଆଧୁନିକ ଶାସନ ଆଡ଼କୁ ଏକ ମୁଖ୍ୟ ପଦକ୍ଷେପ ଭାବରେ ଓଡ଼ିଶା ସରକାର ରାଜ୍ୟରେ ଏକ ନୂତନ, ଉନ୍ନତ ଆର୍ôଥକ ପରିଚାଳନା ପ୍ରଣାଳୀ ଗଠନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ)କୁ ଚୟନ କରିଛନ୍ତି। ଏହି ନୂତନ ପ୍ରଣାଳୀ ଯାହାକୁ ଆଇଏଫଏମଏସ ୩.୦ ଭାବେ ନାମିତ କରାଯାଇଛି ତାହା ରାଜ୍ୟର…