ସୋନି ଇଣ୍ଡିଆର ନୂଆ ଅଭିଯାନ “ଅବ୍ କୁଛ୍ ସିନେମାଟିକ୍ କର୍ତେ ହୈଁ’
ଭୁବନେଶ୍ବର : ସୋନି ଇଣ୍ଡିଆ ପକ୍ଷରୁ ଏକ ନୂଆ ଅଭିଯାନ “ଅବ୍ କୁଚ୍ଛ ସିନେମାଟିକ୍ କର୍ତେ ହୈଁ’କୁ ଉନ୍ମୋଚନ କରାଯାଇଛି। ଏଥିରେ ଭାରତୀୟ ବିବାହର ନିରବ ନାୟକ ସ୍ଥାନୀୟ ଫଟୋ ଓ ଭିଡିଓ ଷ୍ଟୁଡିଓ ପ୍ରତି ସମ୍ମାନ ପ୍ରଦାନ କରାଯାଇଛି। ଛୋଟ ସହରଗୁଡ଼ିକରେ ଦଶନ୍ଧି ଦଶନ୍ଧି ଧରି ସେହି ସମାନ ଷ୍ଟୁଡିଓର…