ଘରୋଇ ବଜାରରେ ଗ୍ରୀନ୍ ଇନ୍ଫ୍ରାଷ୍ଟ୍ରକ୍ଚର ବଣ୍ଡ୍ ଜାରି କରିବାରେ ବ୍ୟାଙ୍କ୍ ଅଫ୍ ବରୋଦା ଭାରତର ପ୍ରଥମ ବ୍ୟାଙ୍କ୍
ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ୍-ବ୍ୟାଙ୍କ୍ ଅଫ୍ ବରୋଦା’ ପକ୍ଷରୁ ‘ସିରିଜ୍-୧ ଦୀର୍ଘକାଳୀନ ଗ୍ରୀନ୍ ଇନ୍ଫ୍ରାଷ୍ଟ୍ରକ୍ଚର (ସବୁଜ ଭିତ୍ତିଭୂମି) ବଣ୍ଡ୍’ ଜାରି କରି ସଫଳତାର ସହ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏଥି ସହିତ ଘରୋଇ ଗ୍ରୀନ୍ ବଣ୍ଡ୍ ଜାରି କରିବାରେ…