ଏସବିଆଇ ଲାଇଫ୍ ‘ଆଇଡେସନଏକ୍ସ ୨.୦’ର ଫାଇନାଲ୍ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍, ଭୁବନେଶ୍ୱର…
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଆଇଡିଏସନଏକ୍ସ ୨.୦ର ଫାଇନାଲ୍ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟେନେଜମେଂଟ୍, ଭୁବନେଶ୍ୱର (ଏକ୍ସଆଇଏମବି) ପ୍ରବେଶ କରିଥିବା ଘୋଷଣା କରାଯାଇଛି। ଏହାର ସେମି-ଫାଇନାଲ୍ ପର୍ଯ୍ୟାୟର…