ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଉଭୟ ପାଉଡର ଓ ତାରର ୱେଲଡିଂ କଂଜ୍ୟୁମେବଲ ଶିଳ୍ପର ଦ୍ରୁତ ଅଭିବୃଦ୍ଧିଶୀଳ ନିର୍ମାତା ପ୍ରିମିୟର ଇଣ୍ଡଷ୍ଟ୍ରିଆଲ କର୍ପୋରେସନ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି…