ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୧୦.୭% ଅଭିବୃଦ୍ଧି ହାସଲ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଶିଳ୍ପଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। କମ୍ପାନିର ମୋଟ ରିଟେନ ପ୍ରିମିୟମ ଏହି ସମୟରେ ୧୦.୭ ପ୍ରତିଶତ ବୃଦ୍ଧି…