ଇଣ୍ଡିଆ ଟ୍ରାଞ୍ଜିସନ ଆକ୍ସିଲେରେଟର ପ୍ରୋଗ୍ରାମ (ଆଇଟିଏ) ଇଣ୍ଡିଆ ପ୍ରୋଜେକ୍ଟ ସପୋର୍ଟ ପ୍ରୋଗ୍ରାମର ଶୁଭାରମ୍ଭ କରିବ
ଭୁବନେଶ୍ୱର: ଏକ ବିଶ୍ୱସ୍ତରୀୟ ବହୁ ଅଂଶୀଦାର ଆଧାରିତ ଅଭିଯାନ ଇଣ୍ଡଷ୍ଟ୍ରିଆଲ ଟ୍ରାଞ୍ଜିସନ ଆକ୍ସିଲେରେଟର (ଆଇଟିଏ) ପକ୍ଷରୁ ୨୦୨୫ ନଭେମ୍ବର ୪ରେ ନୂଆଦିଲ୍ଲୀରେ ଏହାର ଇଣ୍ଡିଆ ପ୍ରୋଜେକ୍ଟ ସପୋର୍ଟ ପ୍ରୋଗ୍ରାମ (ଭାରତ ପ୍ରକଳ୍ପ ସହାୟତା କାର୍ଯ୍ୟକ୍ରମ)ର ଶୁଭାରମ୍ଭ କରାଯିବ ଏବଂ ‘ଇଣ୍ଡିଆ…