ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ କ୍ରାସ୍ ବାରିୟର୍ ପାଇଁ ୧୧୦ କୋଟି ଟଙ୍କାର ବରାଦ ହାସଲ, ରାଜସ୍ୱରେ ୧୫-୨୦…
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ୨୦୨୫-୨୬ରେ ବର୍ତମାନ ସୁଦ୍ଧା ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର (ଏମ୍ବିସିବି) ପାଇଁ ୧୧୦ କୋଟି ଟଙ୍କାର ବରାଦ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧୨୦ କୋଟି ଟଙ୍କାର ବରାଦ ଆସିବାର ରହିଛି। ଶ୍ୟାମ…