ସ୍କୋଡା ଟ୍ୟୁବ୍ସ ଲିମିଟେଡ୍ର ୨୨୦ କୋଟି ଟଙ୍କାର ଆଇପିଓ ୨୦୨୫ ମେ’ ୨୮ରେ ଖୋଲିବ
ଭୁବନେଶ୍ୱର: ସ୍କୋଡା ଟ୍ୟୁବ୍ସ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)ର ବିଡ୍ ୨୦୨୫ ମେ’ ୨୮ ବୁଧବାର ରେ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ ଦିନ ପୂର୍ବରୁ ମେ’ ୨୭ ମଙ୍ଗଳବାରରେ ବିଡ୍ ଦାଖଲ କରିପାରିବେ। ଏହି ଅଫର୍ର ବିଡ୍ ମେ’ ୩୦ ଶୁକ୍ରବାର ବନ୍ଦ ହେବ। ନିବେଶକମାନେ ସର୍ବନିମ୍ନ…