ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ନୂଆ ଇକୋନମି ଗ୍ରୁପ୍ (ଏନ୍ଇଜି) ଅଧୀନରେ ଷ୍ଟାର୍ଟଅପ୍ କର୍ମଚାରୀମାନଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆର୍ଥିକ, ଜୀବନଶୈଳୀ ଓ…