ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ୪.୮୦ ଗିଗାୱାଟ୍ ସୋଲାର୍ ସେଲ୍ ଓ ୪.୦୦ ଗିଗାୱାଟ୍ ମଡ୍ୟୁଲ୍…

ଭୁବନେଶ୍ୱର: ଭାରତର ଅକ୍ଷୟ ଶକ୍ତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସଦୃଶ ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ (ଏସ୍‌ଜିଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା଼ ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ଏସ୍‌ଆଇଓପିଏଲ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର…

ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାଟ ନିଗମ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଜାତିସଂଘ ଘୋଷିତ ବିଷୟ "ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା’ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) କଳିଙ୍ଗନଗର ସ୍ଥିତ ପ୍ଲାଣ୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବର ଅଂଶ…

ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରି ଟିପିସିଓଡିଏଲ୍‌ର ୮୯ ଜଣ ଉପଭୋକ୍ତା ଜିତିଲେ ମୋବାଇଲ୍ ଫୋନ୍ ସହ ଆକର୍ଷଣୀୟ…

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଭୁବନେଶ୍ୱରର ଏମ୍‌ଡିସି ଅଡିଟୋରିୟମ୍‌ରେ ମେଗା ‘ବିଲ୍ ପେ ଆଣ୍ଡ୍ ୱିନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନିୟମିତ…

ଟାଟା ସଲ୍ଟ ପକ୍ଷରୁ ନମକ୍ ହୋ ଟାଟା… ଟାଟା ନମକ୍‌’ର ୨.୦ ସଂସ୍କରଣର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଏକ ନମ୍ବର ଆୟୋଡାଇଜଡ୍ ଲୁଣ ବ୍ରାଣ୍ଡ୍ ଟାଟା ସଲ୍ଟ ପକ୍ଷରୁ ଗତବର୍ଷର ଚର୍ଚ୍ଚିତ ଅଭିଯାନ “ନମକ୍ ହୋ ଟାଟା---ଟାଟା ନମକ୍‌’ର ୨.୦ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ସାରା ଦେଶରେ ଲୋକମାନଙ୍କ ଭାବାବେଗ ସହ ଥିବା ସମ୍ପର୍କ ଆଧାରରେ ଏହି ସଂସ୍କରଣକୁ ପ୍ରସ୍ତୁତ କରାଯାଇଛି। ଏହି…

ଏଏମ୍‌/ଏନ୍‌ଏସ୍‌ର ପ୍ରକଳ୍ପ ପାଇଁ ଆନ୍ଧ୍ର ପ୍ରଦେଶର ୨୮,୦୦୦ କୋଟି ପ୍ରୋତ୍ସାହନକୁ ଅନୀଲ ଅଗ୍ରୱାଲ୍‌ଙ୍କ ପ୍ରଶଂସା

ଭୁବନେଶ୍ୱର: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଶିଳ୍ପଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରିବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ଏବଂ ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ନିବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ…

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ସାମିଲ ହେଲା ଟାଟା ଷ୍ଟିଲ୍ ସ୍ପେସିଆଲ…

ଭୁବନେଶ୍ୱର, ୦୨/୦୬ /୨୦୨୫: ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌)ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ଯୋଡ଼ି ହୋଇଛି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ ଜୋନ୍‌ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି)। ଅର୍ଥନୈତିକ ଅଭିବୃଦ୍ଧି ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା…

ବିଜୁଳି ବିଲ୍ ଚାପରୁ ମୁକ୍ତି ଦେଉଛି ପିଏମ୍-ସୂର୍ଯ୍ୟଘର ଯୋଜନା

ବାଲେଶ୍ୱର, ୩୦/୫: ଏବେ ବିଜୁଳି ବିଲ୍ ର ଚିନ୍ତାରୁ ମୁକ୍ତି। ସୂର୍ଯ୍ୟଶକ୍ତିରେ ଜଳିବ ଘରର ବିଜୁଳି ବତୀ। ଚାଲିବ ପଙ୍ଖା। ଆଉ ଘରର ସବୁ ବୈଦ୍ୟୁତିକ ଉପକରଣ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ଓ…