ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦୀର୍ଘସ୍ଥାୟୀ ବିକାଶ ଓ ପରିବେଶ ସଂରକ୍ଷଣ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଶୁକ୍ରବାର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଏକ ପକ୍ଷୀ ଦେଖିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୁକିନ୍ଦା କ୍ରୋମାଇଟ୍ ଖଣି ପାରିପାଶ୍ୱର୍ରେ ସମୃଦ୍ଧ…

ଗ୍ରାମୀଣ ଓଡ଼ିଶାକୁ ଆଲୋକିତ କରୁଛି: ‘ବିଦ୍ୟୁତ ସେବା କେନ୍ଦ୍ର’

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ‘ବିଦ୍ୟୁତ ସେବା କେନ୍ଦ୍ର’ (ବିଏସ୍‌କେ)ଗୁଡ଼ିକ ଜରିଆରେ ଓଡ଼ିଶାର କେନ୍ଦ୍ରୀୟ ଅଂଚଳରେ ବିଦ୍ୟୁତ ବଂଟନରେ ବିପ୍ଳବ ଆଣିଛି । ଗୁରୁତ୍ୱପୂର୍ଣ୍ଣ ଅଂଚଳଗୁଡ଼ିକରେ…

ନୂତନ ବିଦ୍ୟୁତ୍ ସଂଯୋଗ ଗୋଟିଏ ମିସ୍‌ଡ କଲ୍‌ରେ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି…

ୱି ଓ ଏରିକ୍ସନ ପକ୍ଷରୁ ଭାରତରେ ବିଶ୍ୱର ଅନ୍ୟତମ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର: ଏରିକ୍ସନ ପକ୍ଷରୁ ଅଗ୍ରଣୀ ଟେଲିକମ୍ ଅପରେଟର ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌) ପାଇଁ ସଫଳତାର ସହ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମକୁ ସମାପନ କରାଯାଇଛି । ପୂର୍ବରୁ ଥିବା ତିନିଟି ଅନଲାଇନ୍ ଚାର୍ଜିଂ ସମାଧାନକୁ ବଦଳାଇ ସେହି ସ୍ଥାନରେ ଏରିକ୍ସନ ଚାର୍ଜିଂକୁ ସ୍ଥାପନ…

କଲ୍ୟାଣ ଜୁଏଲର୍ସର ମନ୍ଦିର ଗହଣା ସମ୍ଭାର: ୪-ସ୍ତରୀୟ ପ୍ରତିଶ୍ରୁତି ସହ ପରମ୍ପରାକୁ ଆପଣେଇବା

ଭୁବନେଶ୍ୱର: ମନ୍ଦିର ଗହଣା ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍‌ର ହାତ ତିଆରି ଗହଣା ଯାହାର ସମ୍ପର୍କ ଦକ୍ଷିଣ ଭାରତର ନବମ ଶତାବ୍ଦୀ ଇତିହାସ ସହ ଜଡିତ । ଯଦିଓ ପାରମ୍ପରିକ ଭାବେ ଏହି ଗହଣାଗୁଡ଼ିକୁ ଦେବାଦେବୀ କିମ୍ବା ରାଜ ପରିବାରରେ ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ତାହା

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ଶ୍ରେଣୀ ଗୃହ ଉତ୍ସର୍ଗୀକୃତ ଓ ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର

 ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇଙ୍କ ଦ୍ୱାରା ଦୁଇ ପ୍ରକଳ୍ପ ଉଦ୍‌ଘାଟିତ ବାରଗଡ଼ିଆରେ ପାଂଚ ନୂଆ ଶ୍ରେଣୀ ଗୃହ; ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବାରଗଡ଼ିଆରେ ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର; ସ୍ଥାନୀୟ ଗ୍ରାମବାସୀ ଉପକୃତ ହେବେ

ଟାଟା ଷ୍ଟିଲ୍ ମାଇନିଂର ଯାଜପୁର କାରଖାନାରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଲାଗି ବିପିସିଏଲ୍ ସହ ଏମ୍‌ଓୟୁ ସ୍ୱାକ୍ଷରିତ

କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ ପାଇଁ ଦୀର୍ଘସ୍ଥାୟୀ ଉପକ୍ରମଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂର ଯାଜପୁରସ୍ଥିତ ଫେରୋ ଆଲଏଜ୍ କାରଖାନା ପାଇଁ ଦୀର୍ଘମିଆଦୀ ଲିକ୍ୱିଫାଏଡ୍ ନାଚୁରାଲ୍ ଗ୍ୟାସ୍ (ଏଲ୍‌ଏନ୍‌ଜି) ଯୋଗାଣ ଲାଗି କଂପାନି ପକ୍ଷରୁ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍

ମରିସସ୍‌ରେ ଜାଲ କଂପାନି ନାହିଁ, ହିଣ୍ଡେନବର୍ଗର ଅଭିଯୋଗ ମିଛ, ଭିତିହୀନ: ସଂସଦକୁ ଜଣାଇଲେ ମରିସସ୍ ମନ୍ତ୍ରୀ

ଭୁବନେଶ୍ୱର: ମରିସସ୍‌ରେ ସେଲ୍ କଂପାନି ଥିବା ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ଯେଉଁ ଅଭିଯୋଗ କରିଛି ତାହା ମିଛ ଓ ଭିତିହୀନ ବୋଲି ମରିସସ୍‌ର ସଂସଦକୁ ସେଠାକାର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସିରୁଟୁନ କହିଛନ୍ତି । ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ଦ୍ୱାରା ଧାର୍ଯ୍ୟ

ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବ୍‌ଷ୍ଟେସନ ମୂତୟନ

ଭୁବନେଶ୍ୱର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଏହାର ସମସ୍ତ ସର୍କଲ୍‌ରେ ଏବେ ଭ୍ରାମ୍ୟମାଣ ସବ୍‌ଷ୍ଟେସନ ମୂତୟନ କରାଯାଇଛି । ଏହାଫଳରେ ବିଭ୍ରାଟ ସମୟରେ ବିଦ୍ୟୁତ

ନାଏକା ଫେସନର ପ୍ରଥମ ପିଙ୍କ ସମର ସେଲ୍ ୫ରୁ ଆରମ୍ଭ ହେବ

ଭୁବନେଶ୍ୱର: ନାଏକା ଫେସନ ପକ୍ଷରୁ ପ୍ରଥମ ଥର ଲାଗି ପିଙ୍କ ସମର ସେଲ୍ ଆରମ୍ଭ ହେବ ଯେଉଁଥିରେ ଗ୍ରାହକମାନେ ୫ ଲକ୍ଷରୁ ଅଧିକ ଷ୍ଟାଇଲ୍‌, ୨୫୦୦ରୁ ଅଧିକ ଷ୍ଟାଇଲିସ ବ୍ରାଣ୍ଡ୍ ଭିତରୁ ନିଜ ପସନ୍ଦର ଜିନିଷ ଚୟନ କରିବା ଏବଂ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ପ୍ରଥମ ଥର ସପିଙ୍ଗ