ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ

ବାଲେଶ୍ଵର, ୬।୧୨ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ଵ ଦେଉଛି ଟିପିଏନଓଡିଏଲ । ଏହି କ୍ରମରେ ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରିବା ରୋକିବାକୁ ଚଢାଉ ଜାରି ରହିଛି । ଗତ ୪ ତାରିଖରେ ଟିପିଏନଓଡିଏଲ…

ବିଜୁଳି ଆଲୁଅ ଦେଖିଲା ଧନୁସାହି ଗାଁ

ବାଲେଶ୍ଵର, ୫।୧୨ : ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ବାସ୍ତବ ରୂପ ନେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା।  ମୟୂରଭଞ୍ଜ ଜିଲ୍ଲା  କପ୍ତିପଦା ବ୍ଳକ ପଦ୍ମପୋଖରୀ ପଞ୍ଚାୟତ ଧନୁସାହି ଗାଁରେ ଜଳିଲା ବିଜୁଳି ବତୀ। ବିଜୁ ଗ୍ରାମ ଜ୍ଯୋତି ଯୋଜନା ଅଧୀନରେ ଟାଟା ପାୱାର ଏବଂ ଓଡିଶା…

ଧୀରେ ଧୀରେ ରନ୍ଧା ହୋଇଥିବା କବାବଠାରୁ ବିବିମ୍ବାପ୍‌, ସୁଗନ୍ଧିତ ବିରିୟାନି ଏବଂ ତେରିଆକି ସାଲମନ ପର୍ଯ୍ୟନ୍ତ: ଏୟାର…

ନୂତନ ମେନୁରେ ଭାରତୀୟ ଏବଂ ଗ୍ଲୋବାଲ୍ ଖାଦ୍ୟ, ସହିତ ବିଭିନ୍ନ ଭୌଗୋଳିକ କ୍ଷେତ୍ରର ସ୍ୱତନ୍ତ୍ର ଖାଦ୍ୟ ଅନ୍ତର୍ଭୁକ୍ତ। ଖାଦ୍ୟ ସୋର୍ସିଂ, ପ୍ରସ୍ତୁତି, ପ୍ୟାକେଜିଂ ଓ ପରିଚାଳନା ପରିବେଶ ତଥା ସମ୍ପ୍ରଦାୟ ଅନୁଯାୟୀ ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର: ଭାରତର ଅଗ୍ରଣୀ…

ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ଅମ୍ବାଲା କାରଖାନାକୁ ସମ୍ମାନଜନକ ସିଆଇଆଇ-ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ସୋଲାର ପିଭି ନିର୍ମାତା ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡର ହରିୟାଣାର ଅମ୍ବାଲାଠାରେ ଥିବା ଅତ୍ୟାଧୁନିକ କାରଖାନାକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)- ଇଣ୍ଡିଆନ ଗ୍ରିନ ବିଲଡିଂ କାଉନସିଲ୍ (ଆଇଜିବିସି) ପକ୍ଷରୁ ସମ୍ମାଜନକ ଆଇଜିବିସି ଗ୍ରିନ ଫ୍ୟାକ୍ଟ୍ରି ବିଲଡିଂ…

ବେଦାନ୍ତର ୨ ନିୟୁତରୁ ଅଧିକ ଖୁଚୁରା ସେୟାରଧାରୀ ଲାଭବାନ ହେବେ, ଶେଷ ପର୍ଯ୍ୟାୟରେ ଡିମର୍ଜର

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଖଣି ଏବଂ ପ୍ରାକୃତିକ ସମ୍ପଦ କମ୍ପାନୀ ବେଦାନ୍ତ ଲିମିଟେଡର ବହୁ ପ୍ରତୀକ୍ଷିତ ଡିମର୍ଜର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ର ମୁମ୍ବାଇ ବେଞ୍ଚ ନଭେମ୍ବରରେ ଏହାର ଆଦେଶ ସଂରକ୍ଷିତ ରଖିଥିଲା, ଡିସେମ୍ବର ୨୦୨୫ ରେ…

ଫ୍ୟାକ୍ଟ ଚେକ୍ – ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ ଦାବି ବିଭ୍ରାନ୍ତିକର: ଓଡ଼ିଶା ଡିସକମ୍

ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ କରାଯାଉଥିବା ନେଇ ନିକଟରେ ଯେଉଁ ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭାବେ ତଥ୍ୟହୀନ ଏବଂ ଭୁଲ୍ ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ। ଏଭଳି ଦାବି ବିଦ୍ୟୁତ୍ ଆଇନ, ୨୦୦୩ ଏବଂ ଓଇଆରସି ଟାରିଫ୍ ନିୟମାବଳୀ, ୨୦୨୨ ଅଧୀନରେ ଥିବା…

ଟିପିସିଓଡିଏଲ୍ ପକ୍ଷରୁ ବ୍ୟବସାୟିକ ସହଯୋଗୀଙ୍କ ପାଇଁ ପିଏମ୍ ସୂର୍ଯ୍ୟ ଘର ୟୁଏଲ୍‌ଏ ମଡେଲ୍ ର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨ ଡିସେମ୍ବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଆଜି ଏହାର ବ୍ୟବସାୟିକ ସହଯୋଗୀ (ବିଜନେସ୍ ଆସୋସିଏଟ୍ସ) ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ହେଲ୍‌ଥ ଆଲଫା କାହିଁକି ଚୟନ କରିବେ ତାହାର ୫ଟି ମୁଖ୍ୟ କାରଣ

ଭୁବନେଶ୍ବର: ଡାକ୍ତରଖାନା ଖର୍ଚ୍ଚ ବଢୁଥିବା ବେଳେ ଓ ବୟସ ସହିତ ସ୍ୱାସ୍ଥ୍ୟ ଆବଶ୍ୟକତା ବଦଳୁଥିବାରୁ ଗ୍ରାହକମାନେ ଏବେ ଏକାଧିକ ସ୍ୱାସ୍ଥାବ୍ୟସ୍ଥା ପାଇଁ ପ୍ରସ୍ତୁତ ପୁରୁଣା ଧରଣର ସ୍ୱାସ୍ଥ୍ୟ ବୀମା ପଲିସିଠାରୁ ଆଗକୁ ବଢୁଛନ୍ତି। ସେମାନେ ଚାହୁଁଛନ୍ତି ଦୀର୍ଘମିଆଦି ମୂଲ୍ୟ, ଗଭୀର ସୁରକ୍ଷା ଓ…

ମିଶୋର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଡିସେମ୍ବର ୩ ବୁଧବାର ଖୋଲିବ

ଭୁବନେଶ୍ୱର: ମିଶୋ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଡିସେମ୍ବର ୩ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ତାହାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ୨୦୨୫ ଡିସେମ୍ବର ୨ ମଙ୍ଗଳବାର ବିଡ୍ ଦାଖଲ କରିପାରିବ। ବିଡ ଦାଖଲ କରିବାର ଶେଷ ଦିବସ ହେଉଛି ୨୦୨୫…

ଆଇଆଇଏମ୍ ସମ୍ବଲପୁରରେ ଆଇ-ହବ୍ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଭ।ରତର ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ଆଇହବ୍ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଏବସରରେ ଅନୁଷ୍ଠାନର ଇନୋଭେସନ୍ ଏବଂ ଇନ୍‌ଟ୍ରପ୍ରେନର୍ସିପ୍ ସେଲ୍ ପକ୍ଷରୁ “ନବଯୁବ 2.0” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। “ମେଡ୍ ଇନ୍ ଭାରତ: ଲୋକାଲ୍…