ସ୍ମାର୍ଟ ମନୋରଂଜନ ପାଇଁ ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍େ‌ପ୍ଲ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍ ଟେଲିଭିଜନ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ଶ୍ରେଷ୍ଠ ଶ୍ରେଣୀର ମନୋରଂଜନ ଏବଂ ବାସ୍ତବ ଜୀବନ ଭଳି ଦେଖିବା ଅନୁଭୂତି ପ୍ରଦାନ କରିବା ଲାଗି ଏହି ନୂଆ ପିଢ଼ିର ଟିଭିକୁ

ରୋମାଂଚକର ଗେମିଂ ଅନୁଭବ ପାଇଁ ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍ ଉନ୍ମୋଚନ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିିରିଜ୍‌କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ରହିଛି । ଏହି ପରବର୍ତି ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ବାସ୍ତବ ଜୀବନ ସଦୃଶ ଟିଭି ଦେଖିବା ଅନୁଭୂତି ପ୍ରଦାନ

ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟ୍ୟାଲେଟେଂକ୍ସ ୨୦୨୪ ଘୋଷଣା, ୧.୨୫ କୋଟି ଟଙ୍କାର ନଗଦ ପୁରସ୍କାର ଓ ୨୫୦ କୋଟି…

ଭୁବନେଶ୍ୱର: ଭାରତର ଅଗ୍ରଣୀ ଶିକ୍ଷା କଂପାନି ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଟ୍ୟାଲେଟେଂକ୍ସ ୨୦୨୪ ପରୀକ୍ଷା ବିଷୟରେ ଘୋଷଣା କରାଯାଇଛି । ଟ୍ୟାଲେଟେଂକ୍ସ ଦଶମ ସଂସ୍କରଣ ଆୟୋଜନ କରାଯିବାକୁ ଥିବା ବେଳେ ଏଥିରେ ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତର ପିଲାମାନେ

ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୩୨ ଉନ୍ମୋଚିତ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୩: ନୋକିଆର ଗୃହ ଭାବେ ପରିଚିତ ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ସି୩୨କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ପ୍ରଥମ ସି-ସିରିଜ୍ ସ୍ମାର୍ଟଫୋନ୍ ଯେଉଁଥିରେ ୫୦ ଏମ୍‌ପି ଡୁଆଲ୍ କ୍ୟାମେରା ରହିଛି ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଉନ୍ନତ ଇମେଜିଂ ସୁବିଧା…

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପିଓଏସ୍ ଟର୍ମିନାଲ୍‌କୁ ଡିଜିଟାଲ୍ ମାଧ୍ୟମରେ ସାମିଲ କରିବା ଲାଗି ‘ସାରଥୀ’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ମର୍ଚାଂଟ୍‌ଙ୍କ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) କିମ୍ବା ଇଲେକ୍ଟ୍ରୋନିକ୍ ଡାଟା କ୍ୟାପ୍‌ଚର୍ (ଇଡିସି)କୁ ସକ୍ଷମ କରିବା ଲାଗି ପ୍ରଥମ ଧରଣର ଡିଜିଟାଲ୍ ସାମିଲ ଯାତ୍ରା ‘ସାରଥୀ’ର ଶୁଭାରମ୍ଭ କରାଯାଇଛି । ପାରମ୍ପରିକ

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ରପ୍ତାନି ପାଇଁ ମଲ୍‌ଟି-ମୋଡାଲ୍ କଂଟେନରାଇଜଡ୍ ରେକ୍ ପରିବହନର ଶୁଭାରମ୍ଭ

ଭୁବନେଶ୍ୱର, ମେ’ ୨୪, ୨୦୨୩: ଟାଟା ଷ୍ଟିଲ୍ ମାଇନିଂ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍ ଜରିଆରେ ପ୍ରଥମ ମଲ୍‌ଟି-ମୋଡାଲ୍ କଟେଂନରାଇଜଡ୍ ପରିବହନର ଶୁଭାରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ କଂପାନି ସଡ଼କ, ରେଳ ଓ ସମୁଦ୍ର ପରିବହନର ମିଶ୍ରଣକୁ…

ପଂଚମ ଥର ଲାଗି ସଣ୍ଡେ ଟାଇମ୍‌ସ ଧନୀ ତାଲିକା ଶୀର୍ଷରେ ହିନ୍ଦୁଜା ପରିବାର

ଭୁବନେଶ୍ୱର: ୧୦୮ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍‌ର ସହ ଅଧ୍ୟକ୍ଷ ଗୋପୀଚନ୍ଦ ହିନ୍ଦୁଜା ଓ ହିନ୍ଦୁଜା ପରିବାର ୩୫ ବିଲିଅନ ୟୁରୋ ସଂପତି ସହିତ ପଂଚମ ଥର ଲାଗି ବ୍ରିଟେନ୍ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସଣ୍ଡେ ଟାଇମ୍‌ସ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ବ୍ରିଟେନ୍‌ର

ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି…

ଲିଡ୍ ସୁପର୍‌ର ୧୦୦ ଛାତ୍ରଛାତ୍ରୀମାନଙ୍କର ସଫଳତା

ଯାଜପୁର ରୋଡ୍‌: ଭାରତର ସର୍ବବୃହତ ସ୍କୁଲ୍ ଏଡ୍‌ଟେକ୍ କଂପାନି ଲିଡ୍‌ର ଦଶମ ଶ୍ରେଣୀର ୨୦୨୩ ବ୍ୟାଚ୍ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଉଚ୍ଚ ସ୍ତରର ଶିକ୍ଷାଗତ ଉତ୍କର୍ଷ ହାସଲ କରି ନିଜ ସ୍କୁଲରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଭାରତର ଛୋଟ ସହରର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଲାଗି

ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌) ପକ୍ଷରୁ ଓଡ଼ଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ଓଡ଼ିଶାରେ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ଲକ୍ଷ୍ୟ…