ଟିପିଏନ୍‌ଓଡିଏଲ୍ ପକ୍ଷରୁ ଭଦ୍ରକରେ ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର / ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗରର ଦକ୍ଷିଣ ବାଡ଼ ଛକ ନିକଟସ୍ଥ ଭଦ୍ରକ ଦକ୍ଷିଣ ବିଦ୍ୟୁତ ଡିଭିଜନ୍‌ରେ ଏକ ନୂଆ ଗ୍ରାହକ ସେବା କେନ୍ଦ୍ର

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଟାଟା ମେମୋରିଆଲ୍ ସେଂଟରକୁ ୧୨୦୦ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ଦେଶରେ କ୍ୟାନସର ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ଟାଟା ମେମୋରିଆଲ ସେଂଟର (ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ନିଜର ପ୍ରତିବଦ୍ଧତା ଘୋଷଣା କରିଛି । ମିଳିତ ଭାବେ ୭.୫ ଲକ୍ଷ ବର୍ଗଫୁଟ ଅଂଚଳରେ

ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ

ଟିପିଏସଓଡି଼ଏଲ୍ ଦ୍ୱାରା ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି

ଭଞ୍ଜନଗର: ଟିପି ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ଼ (ଟିପିଏସଓଡି଼ଏଲ୍) ଉପଭୋକ୍ତାଙ୍କୁ ନିରନ୍ତର ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଯୋଗାଇବା ପାଇଁ ଏହାର ପ୍ରୟାସର ଏକ ଅଂଶ ଭାବରେ, କମ୍ପାନୀ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଆବଶ୍ୟକତା…

ଟିପିଏସଓଡି଼ଏଲ୍ ଦ୍ଵାରା ନନ୍ଦପୁରରେ ନୂତନ ବିତରଣ ଟ୍ରାନ୍ସଫର୍ମର ସଂସ୍ଥାପିତ

କୋରାପୁଟ: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ

ହୋଣ୍ଡା ରେସିଂ ଇଣ୍ଡିଆ ପକ୍ଷରୁ ୨୦୨୩ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ପାଇଁ ଚାଳକ…

୫ ନୂଆ ଚାଳକ ସେମାନଙ୍କ ରେସିଂ କୌଶଳ ପ୍ରଦର୍ଶନ କରିବେଭୁବନେଶ୍ୱର: ଚଳିତ ସପ୍ତାହ ଶେଷରେ କୋଏମ୍ବାଟୁରର କାରି ମୋଟର ସ୍ପିଡ୍‌ୱେରେ ଆରମ୍ଭ ହେବାକୁ ଯାଉଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ପାଇଁ ହୋଣ୍ଡା ରେସିିଂ ଇଣ୍ଡିଆ ପକ୍ଷରୁ ଏହାର ଚାଳକଙ୍କ ଦଳ ଘୋଷଣା କରାଯାଇଛି

କ୍ରୋମା ପକ୍ଷରୁ କଟକରେ ନୂଆ ଷ୍ଟୋର୍‌ର ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସମ୍ପ୍ରସାରଣ

କଟକର କଲେଜ ଛକରେ ଖୋଲାଯାଇଥିବା କ୍ରୋମାର ଷ୍ଟୋର୍ ଓଡ଼ିଶାରେ ତୃତୀୟଭୁବନେଶ୍ୱର: କ୍ରୋମା ପକ୍ଷରୁ କଟକରେ ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଷ୍ଟୋର୍‌କୁ ଏକ ପ୍ରମୁଖ ବଜାର ଅଂଚଳରେ ଖୋଲାଯାଇଛି ଯାହାର ବହୁତ ଭଲ ସଂଯୋଗ, କଲେଜ ଛକ, ଜୋବ୍ରା, ରାଣୀହାଟ, ମଙ୍ଗଳାବାଗ, ରିଙ୍ଗ ରୋଡ୍ ଓ

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅରବିନ୍ଦ ସିଂହଙ୍କୁ ନୂଆ ସିଇଓ ଭାବେ…

ବିଦାୟୀ ସିଇଓ ଶ୍ରୀ ଏମ୍ ସେନ୍‌ବାଗମଙ୍କ ୨୦୨୩ ମେ’ ୩୧ରେ ଅବସର ଗ୍ରହଣ ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଶ୍ରୀ ଅରବିନ୍ଦ ସିଂହଙ୍କୁ କଂପାନିର ନୂଆ ସିଇଓ ଭାବେ ନିଯୁକ୍ତ

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ

ଆଇଆର୍‌ଡିଏଆଇ ଅନୁକୂଲ୍ୟରେ ମିଜୋରାମ୍‌ରେ ଜୀବନ ବୀମାକୁ ନେଇ ସଚେତନତା ଅଭିଯାନ ଆୟୋଜିତ

-ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓ ଇଫ୍‌କୋ-ଟୋକିଓ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ)ର “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟର ଅଂଶ ସ୍ୱରୂପ ଭାରତୀୟ ବୀମା ଶିଳ୍ପ ମିଳିତ