ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଉତ୍ପାଦନ କାରଖାନା ପାଇଁ ଦ୍ୱେତ ଆଇଏସ୍ଓ ସାର୍ଟିଫିକେସନ୍ ହାସଲ
ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ପ୍ରଭାବଶାଳୀ ପରିବେଶ ପରିଚାଳନା ବ୍ୟବସ୍ଥା (ଇଏମ୍ଏସ୍) ଓ ବୃତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପରିଚାଳନା ବ୍ୟବସ୍ଥା (ଓଏଚ୍ ଆଣ୍ଡ୍ଏସ୍) ପାଇଁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ଆଇଏସ୍ଓ ୧୪୦୦୧ ଓ ଆଇଏସ୍ଓ…